ପୁରୀ: ଶ୍ରୀମନ୍ଦିର ବେଢ଼ାରେ ହେବ ମହାପ୍ରଭୁଙ୍କ ତ୍ରୟୋଦଶ ମହୋତ୍ସବ

ପୁରୀ: ମହାପ୍ରଭୁଙ୍କର ତ୍ରୟୋଦଶ ମହୋତ୍ସବ ଶ୍ରୀମନ୍ଦିର ଭିତରେ ବେଢାରେ ଅନୁଷ୍ଠିତ ହେବ । ଏହି ଅବସରରେ ସାଧୁସନ୍ଥମାନଙ୍କୁ ବେଢା ମଧ୍ୟରେ ମହାପ୍ରସାଦ ପ୍ରଦାନ କରାଯିବ। ପୂର୍ବରୁ ତ୍ରୟୋଦଶ ମହୋତ୍ସବ ପାଇଁ ଭକ୍ତଙ୍କଠାରୁ ମିଳିଥିବା ଅର୍ଥ ଫେରସ୍ତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏ ନେଇ ଗୁରୁବାର ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ ସମେତ […]

puri

puri

Rakesh Mallick
  • Published: Friday, 26 June 2015
  • Updated: 26 June 2015, 09:35 AM IST

Sports

Latest News

ପୁରୀ: ମହାପ୍ରଭୁଙ୍କର ତ୍ରୟୋଦଶ ମହୋତ୍ସବ ଶ୍ରୀମନ୍ଦିର ଭିତରେ ବେଢାରେ ଅନୁଷ୍ଠିତ ହେବ । ଏହି ଅବସରରେ ସାଧୁସନ୍ଥମାନଙ୍କୁ ବେଢା ମଧ୍ୟରେ ମହାପ୍ରସାଦ ପ୍ରଦାନ କରାଯିବ। ପୂର୍ବରୁ ତ୍ରୟୋଦଶ ମହୋତ୍ସବ ପାଇଁ ଭକ୍ତଙ୍କଠାରୁ ମିଳିଥିବା ଅର୍ଥ ଫେରସ୍ତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏ ନେଇ ଗୁରୁବାର ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ ସମେତ ଜିଲ୍ଲାପାଳ ଓ ପୁରୀ ଏସପି ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos