ପୁରୀ: ସୋମବାର ମଧ୍ୟରାତିରେ ହେବ ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ

ପୁରୀ: ମାନବୀୟ ଲୀଳା କ୍ରମେ ଆସନ୍ତା ୧୫ ତାରିଖରେ ଘଟ ପରିବର୍ତ୍ତନ ପରେ ପାତାଳି ହେବେ ଶ୍ରୀଜୀଉଙ୍କ ପୁରୁଣା ବିଗ୍ରହ। ୧୯ ବର୍ଷ ଧରି ବଡ଼ ଦେଉଳରେ ପୂଜା ପାଇ ଆସୁଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଲୀଳାଖେଳା ସରିବ। ସୋମବାର ମଧ୍ୟରାତିରେ ହେବ ଘଟ ପରିବର୍ତ୍ତନ। ଏହାପରେ ଦଇତାପତି ସେବାୟତ, ଅଣସର ପିଣ୍ଡିରୁ ପୁରୁଣା ବିଗ୍ରହଙ୍କୁ କୋଇଲି ବୈକୁଣ୍ଠ ନେଇ ପାତାଳୀ କରିବେ। ସାମାଜିକ ଚଳଣୀ ଭଳି ପାତାଳୀ ପରେ ଦଇତାପତି ସେବାୟତମାନେ, ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରିବେ […]

jagannath-temple-puri

jagannath-temple-puri

Rakesh Mallick
  • Published: Friday, 12 June 2015
  • Updated: 12 June 2015, 03:45 AM IST

ପୁରୀ: ମାନବୀୟ ଲୀଳା କ୍ରମେ ଆସନ୍ତା ୧୫ ତାରିଖରେ ଘଟ ପରିବର୍ତ୍ତନ ପରେ ପାତାଳି ହେବେ ଶ୍ରୀଜୀଉଙ୍କ ପୁରୁଣା ବିଗ୍ରହ। ୧୯ ବର୍ଷ ଧରି ବଡ଼ ଦେଉଳରେ ପୂଜା ପାଇ ଆସୁଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଲୀଳାଖେଳା ସରିବ। ସୋମବାର ମଧ୍ୟରାତିରେ ହେବ ଘଟ ପରିବର୍ତ୍ତନ। ଏହାପରେ ଦଇତାପତି ସେବାୟତ, ଅଣସର ପିଣ୍ଡିରୁ ପୁରୁଣା ବିଗ୍ରହଙ୍କୁ କୋଇଲି ବୈକୁଣ୍ଠ ନେଇ ପାତାଳୀ କରିବେ। ସାମାଜିକ ଚଳଣୀ ଭଳି ପାତାଳୀ ପରେ ଦଇତାପତି ସେବାୟତମାନେ, ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରିବେ ଓ ଦଶାହରେ ମୁଣ୍ଡନ ହୋଇ ମହାପ୍ରଭୁଙ୍କୁ ଶୁଦ୍ଧି ହେବେ। ସେହିପରି ଆସନ୍ତା ୨୭ ତାରିଖ ତ୍ରୟୋଦଶୀ ଦିନ ଆୟୋଜନ ହେବ ସ୍ୱତନ୍ତ୍ର ଉତ୍ସବ । ଏହାକୁ ଶ୍ରୀମନ୍ଦିର ବେଢ଼ାରେ ନ କରି ବଡ଼ଦାଣ୍ଡରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଲକ୍ଷାଧିକ ଭକ୍ତ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯିବ। ସେପଟେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୂଆ ବିଗ୍ରହ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି। ବିଶ୍ୱକର୍ମା ମହାରଣା ସେବାୟତମାନେ କାମରେ ଲାଗି ପଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story