ପୁରୀ: ସମୁଦ୍ରରେ ବୁଡ଼ି ବିଦେଶୀ ପର୍ଯ୍ୟଟକଙ୍କ ସମେତ ଦୁଇ ମୃତ

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ତାଙ୍କ ନାଁ ଉଦର୍ଭ ସେଭ୍ ଆଣ୍ଟୋନା। ସେ ରୁଷର ନାଗରିକ। ସେ ଆଜି ପୁରୀ ବେଳାଭୂମିର ଲାଇଟ୍ ହାଉସ୍ ନିକଟରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେ ବଳିଆପଣ୍ଡା ସ୍ଥିତ ଗୋପାଳ ଲଜ୍‌ରେ ରହୁଥିଲେ। ତାଙ୍କ ନିକଟରୁ ପୋଲିସ୍ ୬୧ ଆମେରିକୀୟ ଡଲାର ଉଦ୍ଧାର କରିଛି। ଏହା ପୂର୍ବରୁ ଆଜି ସକାଳେ ଆଉ ଜଣେ ଏଠାରେ […]

deadbody1

deadbody1

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 07:29 PM IST

Sports

Latest News

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ତାଙ୍କ ନାଁ ଉଦର୍ଭ ସେଭ୍ ଆଣ୍ଟୋନା। ସେ ରୁଷର ନାଗରିକ। ସେ ଆଜି ପୁରୀ ବେଳାଭୂମିର ଲାଇଟ୍ ହାଉସ୍ ନିକଟରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେ ବଳିଆପଣ୍ଡା ସ୍ଥିତ ଗୋପାଳ ଲଜ୍‌ରେ ରହୁଥିଲେ। ତାଙ୍କ ନିକଟରୁ ପୋଲିସ୍ ୬୧ ଆମେରିକୀୟ ଡଲାର ଉଦ୍ଧାର କରିଛି।

ଏହା ପୂର୍ବରୁ ଆଜି ସକାଳେ ଆଉ ଜଣେ ଏଠାରେ ସମୁଦ୍ର ବୁଡ଼ି ଯାଇଥିଲେ। ତାଙ୍କ ନାଁ ତ୍ରିଶକ୍ତି ପଟ୍ଟନାୟକ। ତାଙ୍କ ଘର ରାଉରକେଲାର ସେକ୍ଟର ୫ ଅଞ୍ଚଳରେ। ପୁରୀରେ ଚାଲିଥିବା ସିଟୁ ସମ୍ମିଳନୀରେ ସେ ଯୋଗ ଦେବାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story