ପୁରୀ: ପୁରୀ ରେଳଷ୍ଟେସନରୁ ୨୦ ନାବାଳିକା ଉଦ୍ଧାର

ପୁରୀ: ପୁରୀ ରେଳ ଷ୍ଟେସନରୁ ଧଉଳି ଏକ୍ସପ୍ରେସ ଯୋଗେ କୋଲକାତା ଯାଉଥିବା ୨୦ ଜଣ ନାବାଳିକାଙ୍କୁ ଆଜି ପୁରୀ ଜିଲ୍ଲା ଶ୍ରମ ଅଧିକାରୀ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ବ୍ରହ୍ମଗିରି ଅରଖକୁଦା ଅଞ୍ଚଳର। ତିନି ଜଣ ଦଲାଲ  ଜରିଆରେ  ନାବାଳିକାମାନେ କୋଲକାତାର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ  ଯାଉଥିଲେ।  ନାବାଳିକାମାନଙ୍କୁ ସିଡ୍ଲ୍ୟୁସି ନିକଟରେ ହାଜର କରିବା ସହ ଦଲାଲ  ବିରୁଦ୍ଧରେ ପୋଲିସ୍ ମାମଲା ରୁଜୁ କରାଯାଇଛି। ନାବାଳିକାମାନେ କହିଛନ୍ତି,“ଆର୍ଥିକ ଅନଟନ ଯୋଗୁଁ ଆମେ କୋଲକାତା […]

puri

puri

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 12:06 PM IST

Sports

Latest News

ପୁରୀ: ପୁରୀ ରେଳ ଷ୍ଟେସନରୁ ଧଉଳି ଏକ୍ସପ୍ରେସ ଯୋଗେ କୋଲକାତା ଯାଉଥିବା ୨୦ ଜଣ ନାବାଳିକାଙ୍କୁ ଆଜି ପୁରୀ ଜିଲ୍ଲା ଶ୍ରମ ଅଧିକାରୀ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ବ୍ରହ୍ମଗିରି ଅରଖକୁଦା ଅଞ୍ଚଳର। ତିନି ଜଣ ଦଲାଲ  ଜରିଆରେ  ନାବାଳିକାମାନେ କୋଲକାତାର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ  ଯାଉଥିଲେ।  ନାବାଳିକାମାନଙ୍କୁ ସିଡ୍ଲ୍ୟୁସି ନିକଟରେ ହାଜର କରିବା ସହ ଦଲାଲ  ବିରୁଦ୍ଧରେ ପୋଲିସ୍ ମାମଲା ରୁଜୁ କରାଯାଇଛି।

ନାବାଳିକାମାନେ କହିଛନ୍ତି,“ଆର୍ଥିକ ଅନଟନ ଯୋଗୁଁ ଆମେ କୋଲକାତା କାମ କରିବାକୁ ଯାଉଛୁ। ଗତ ଦୁଇ ବର୍ଷ ହେଲା ଆମେ କୋଲକାତା ଯାଇ କାମ କରୁଛୁ।”

ପୁରୀ ଜିଲ୍ଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ କହିଛନ୍ତି, “ଧଉଳି ଏକ୍ସପ୍ରେସରେ କିଛି ନାବାଳିକାଙ୍କୁ  ଦଲାଲ ବାହାରକୁ ଚାଲାଣ କରୁଥିବା ଚାଇଲ୍ଡ ଲାଇନ ଡାଇରେକ୍ଟର  ମୋତେ ଫୋନରେ କହିଥିଲେ। ଷ୍ଟେସନ ମାଷ୍ଟର , ଜିଆରପି ଓ ପୋଲିସ୍ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲୁ। ପଶ୍ଚିମବଙ୍ଗର ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ  ଏହି ନାବାଳିକାମାନେ  ଯାଉଥିଲେ। ଦଲାଲଙ୍କ ନାଁରେ ଆମେ ମାମଲା ରୁଜୁ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story