ପବିତ୍ର ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପୂଷ୍ୟାଭିଷେକ ନୀତି

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶ୍ରୀନଅରରେ ମୁଦିରସ୍ତ ଶାଢ଼ୀବନ୍ଧା ନୀତି ସମ୍ପନ୍ନ ହୋଇଛି। ନାରାୟଣ ମୁଦିରସ୍ତ ଆଜି ପାରମ୍ପାରିକ ଭାବେ ମୁଦିରସ୍ତ ଶାଢୀ ପୁଣି ଥରେ ବନ୍ଧାଇଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତିରେ ପ୍ରତିନିଧି ଭାବେ ଶ୍ରୀ ମନ୍ଦିରର ବିଭିନ୍ନ ନୀତି ସମ୍ପାଦନ କରନ୍ତି ମୁଦିରସ୍ତ। ସେଥିପାଇଁ ଆଜି ଗଜପତିଙ୍କ ସମ୍ମୁଖରେ ମୁଦିରସ୍ତଙ୍କ ମସ୍ତକରେ ଶରିପା ବା ଶାଢ଼ୀ ବନ୍ଧା […]

Puri

Puri

Manoranjan Sial
  • Published: Friday, 06 January 2023
  • Updated: 06 January 2023, 08:51 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶ୍ରୀନଅରରେ ମୁଦିରସ୍ତ ଶାଢ଼ୀବନ୍ଧା ନୀତି ସମ୍ପନ୍ନ ହୋଇଛି। ନାରାୟଣ ମୁଦିରସ୍ତ ଆଜି ପାରମ୍ପାରିକ ଭାବେ ମୁଦିରସ୍ତ ଶାଢୀ ପୁଣି ଥରେ ବନ୍ଧାଇଛନ୍ତି।

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତିରେ ପ୍ରତିନିଧି ଭାବେ ଶ୍ରୀ ମନ୍ଦିରର ବିଭିନ୍ନ ନୀତି ସମ୍ପାଦନ କରନ୍ତି ମୁଦିରସ୍ତ। ସେଥିପାଇଁ ଆଜି ଗଜପତିଙ୍କ ସମ୍ମୁଖରେ ମୁଦିରସ୍ତଙ୍କ ମସ୍ତକରେ ଶରିପା ବା ଶାଢ଼ୀ ବନ୍ଧା ଯାଇଥିଲା। ଶ୍ରୀନଅରରେ ଗଜପତିଙ୍କ ମଙ୍ଗଳାର୍ପଣ କରାଯିବା ପରେ ଗଜପତିଙ୍କ ହାତରୁ ଶାଢ଼ୀ ଗ୍ରହଣ କରିଥିଲେ ରାଜଗୁରୁ। ଏହା ପରେ ରାଜଗୁରୁ ପାଟ୍ଟଶାଣୀ ସେବକଙ୍କୁ ଶାଢ଼ୀ ଦେବା ପରେ ପରେ ସେ ମୁଦିରସ୍ତଙ୍କ ମଥାରେ ଶାଢ଼ୀ ବାନ୍ଧିଥିଲେ। ଶାଢ଼ୀ ବନ୍ଧାକୁ ସେବାର ସ୍ୱୀକୃତି ଭାବେ ବିବେଚନା କରାଯାଏ। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନକ୍ଷତ୍ର ବନ୍ଦାପନା, ମଙ୍ଗଳାପର୍ଣ୍ଣ ଭଳି ଅନେକ ନୀତିକାନ୍ତି ମୁଦିରସ୍ତଙ୍କ ଦ୍ୱାରା ସମାହିତ ହୋଇଥାଏ। ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତିରେ ମଧ୍ୟ ମୁଦିରସ୍ତଙ୍କ ସେବା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story