ରାହୁଲଙ୍କ କ୍ଷମାପ୍ରାର୍ଥନା ଦାବିରେ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧି ଯେଭଳି ମିଛ କହି ଦେଶବାସୀଙ୍କ ବିଭ୍ରାନ୍ତ କରିଥିଲେ ସେଥିପାଇଁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିବା ସହ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଦଳୀୟ ନେତା ଓ କର୍ମୀମାନେ ଏକଜୁଟ ହୋଇ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଯେଉଁଭଳି ଅପଶବ୍ଦ ଉପଯୋଗ କରିଥିଲେ […]

ww

ww

Hemant Lenka
  • Published: Saturday, 16 November 2019
  • Updated: 16 November 2019, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧି ଯେଭଳି ମିଛ କହି ଦେଶବାସୀଙ୍କ ବିଭ୍ରାନ୍ତ କରିଥିଲେ ସେଥିପାଇଁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିବା ସହ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି।

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଦଳୀୟ ନେତା ଓ କର୍ମୀମାନେ ଏକଜୁଟ ହୋଇ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଯେଉଁଭଳି ଅପଶବ୍ଦ ଉପଯୋଗ କରିଥିଲେ ସେଥିପାଇଁ ସେ କୋର୍ଟରେ କ୍ଷମା ମାଗିଥିଲେ ମଧ୍ୟ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରୁଛି।

ଆଜି ବିଜେପି ପକ୍ଷରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ପ୍ରତିବାଦ ପଦଯାତ୍ରାରେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି ନେଇ ଆଜି ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିା

ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି ଯେ, କଂଗ୍ରେସର ତକ୍ରାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ମିଛ କଥା କହି ଦେଶର ଜନତାଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରିଆସୁଥିଲେ। ଦେଶର ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରୀୟ ଦଳର ଅଧ୍ୟକ୍ଷଙ୍କୁ ଏପରି ମିଛ କହି ଅଦାଲତରେ କ୍ଷମା ମାଗିବାକୁ ପଡ଼ିଛିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଦେଶର ସୁରକ୍ଷା, ସୈନ୍ୟମାନଙ୍କ ପାଇଁ ଆଧୁନିକ ଉପକରଣ ଏବଂ ନୂତନ ଜ୍ଞାନ କୌଶଳ ଉବଲବ୍ଧ କରାଇବା ପାଇଁ ଏତେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ବିଷୟରେ ବାରମ୍ବାର ରାହୁଲ ଗାନ୍ଧୀ ମିଛ କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହି ପ୍ରତିବାଦ ପଦଯାତ୍ରାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଓ ଦଳର ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story