୧୩ରେ ବରଗଡ଼ରେ ସଭା କରିବେ ରାହୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୧୩ତାରିଖରେ ବରଗଡ଼ରେ ଏକ ବିଶାଳ ଜନସଭାରେ ଯୋଗଦେବେ। ଏହି ସମାବେଶରେ ବହୁ ସଂଖ୍ୟାରେ ଚାଷୀ, ମହିଳା, ଦଳିତ ଓ ଯୁବ ବର୍ଗ ସାମିଲ ହେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି। ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧି ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସି କୋରାପୁଟର ଜୟପୁରଠାରେ ଦଳର ମହିଳା ସମାବେଶରେ ଯୋଗ […]

rahul

rahul

Manoranjan Sial
  • Published: Wednesday, 06 March 2019
  • Updated: 06 March 2019, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୧୩ତାରିଖରେ ବରଗଡ଼ରେ ଏକ ବିଶାଳ ଜନସଭାରେ ଯୋଗଦେବେ। ଏହି ସମାବେଶରେ ବହୁ ସଂଖ୍ୟାରେ ଚାଷୀ, ମହିଳା, ଦଳିତ ଓ ଯୁବ ବର୍ଗ ସାମିଲ ହେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧି ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସି କୋରାପୁଟର ଜୟପୁରଠାରେ ଦଳର ମହିଳା ସମାବେଶରେ ଯୋଗ ଦେବେ। ଏହି ସମାବେଶ ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳର ଚାଷୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ। ୮ତାରିଖରେ ସମୟ ଅଭାବରୁ ଶ୍ରୀ ଗାନ୍ଧି ବରଗଡ଼ ଯାଇପାରିବେ ନାହିଁ, ତେଣୁ ବରଗଡ଼ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ସ୍ୱତନ୍ତ୍ର ଭାବେ ୧୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story