ନୂଆ ରେଳ ଲାଇନ୍ ଦାବିରେ ବଲାଙ୍ଗିରରେ ରେଳରୋକ

ବଲାଙ୍ଗିର: ବଲାଙ୍ଗିର ଷ୍ଟେସନରେ ପାଟଣାଗଡ଼ ସିଟିଜେନ୍ ଫୋରମ୍ ପକ୍ଷରୁ  ଆଜି ରେଳରୋକ କରାଯାଇଛି। ବଲାଙ୍ଗିର-ପାଟଣାଗଡ଼-ନୂଆପଡ଼ା ମଧ୍ୟରେ ନୂଆ ରେଳ ଲାଇନ୍ ନିର୍ମାଣ ଦାବିରେ ଏହି ରେଳରୋକ କରାଯାଇଛି। ଏଥି ଯୋଗୁଁ ତପସ୍ୱିନୀ ଏକ୍ସପ୍ରେସ୍ ଅଟକି ରହିଛି। ଷ୍ଟେସନରେ ୨ଟି ମାଲବାହୀ ଟ୍ରେନ୍ ମଧ୍ୟ ଅଟକି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।