ନୂଆ ରେଳ ଲାଇନ୍ ଦାବିରେ ବଲାଙ୍ଗିରରେ ରେଳରୋକ

<p>ବଲାଙ୍ଗିର: ବଲାଙ୍ଗିର ଷ୍ଟେସନରେ ପାଟଣାଗଡ଼ ସିଟିଜେନ୍ ଫୋରମ୍ ପକ୍ଷରୁ &nbsp;ଆଜି ରେଳରୋକ କରାଯାଇଛି। ବଲାଙ୍ଗିର-ପାଟଣାଗଡ଼-ନୂଆପଡ଼ା ମଧ୍ୟରେ ନୂଆ ରେଳ ଲାଇନ୍ ନିର୍ମାଣ ଦାବିରେ ଏହି ରେଳରୋକ କରାଯାଇଛି। ଏଥି ଯୋଗୁଁ ତପସ୍ୱିନୀ ଏକ୍ସପ୍ରେସ୍ ଅଟକି ରହିଛି। ଷ୍ଟେସନରେ ୨ଟି ମାଲବାହୀ ଟ୍ରେନ୍ ମଧ୍ୟ ଅଟକି ରହିଛି।</p>

Ordigital Desk
  • Published: Saturday, 14 October 2017
  • Updated: 14 October 2017, 10:12 AM IST

Sports

Latest News

<p>ବଲାଙ୍ଗିର: ବଲାଙ୍ଗିର ଷ୍ଟେସନରେ ପାଟଣାଗଡ଼ ସିଟିଜେନ୍ ଫୋରମ୍ ପକ୍ଷରୁ &nbsp;ଆଜି ରେଳରୋକ କରାଯାଇଛି। ବଲାଙ୍ଗିର-ପାଟଣାଗଡ଼-ନୂଆପଡ଼ା ମଧ୍ୟରେ ନୂଆ ରେଳ ଲାଇନ୍ ନିର୍ମାଣ ଦାବିରେ ଏହି ରେଳରୋକ କରାଯାଇଛି। ଏଥି ଯୋଗୁଁ ତପସ୍ୱିନୀ ଏକ୍ସପ୍ରେସ୍ ଅଟକି ରହିଛି। ଷ୍ଟେସନରେ ୨ଟି ମାଲବାହୀ ଟ୍ରେନ୍ ମଧ୍ୟ ଅଟକି ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos