କ୍ଷତିପୂରଣ ମିଳିଲାନି ବୋଲି ଟ୍ରେନ୍‌ ଆଗରେ ଶୋଇପଡିଲେ ୨ ଭାଇ

ରାୟଗଡ଼ା(ଓଡିଶା ରିପୋର୍ଟର): କମ୍ପାନୀ ମାଲ୍‌ ପରିବହନ ପାଇଁ ବିଛାଇଲା ଟ୍ରେନ୍‌ ଲାଇନ୍‌ । ଜମି ଅଧିଗ୍ରହଣ ପରେ ଜମି ହରାଇଲେ ସ୍ଥାନୀୟ ଲୋକେ। ହେଲେ ପ୍ରତିଶ୍ରୁତି ମୁତାବକ ମିଳିଲା ନାହିଁ କ୍ଷତିପୂରଣ। ବାରମ୍ବାର ଗୁହାରୀ ପରେ ହକ୍‌ ଜାହିର ପାଇଁ କମ୍ପାନୀ ଅଫିସ୍‌ ଅଗରେ ଗୋଡଭାଙ୍ଗି ଛିଡାହେଲେ କ୍ଷତିଗ୍ରସ୍ତ ଜମିହରା। ହେଲେ ପରିସ୍ଥିତିରେ ସୁଧାର ଆସିଲା ନାହିଁ । ଦାବି ପରେ ଦାବି କରିଥିଲେ ମଧ୍ୟ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଲା। ଶେଷରେ ନିଜ […]

Or photo2017-11-22-19h22m05s921

Or photo2017-11-22-19h22m05s921

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 07:25 PM IST

Sports

Latest News

ରାୟଗଡ଼ା(ଓଡିଶା ରିପୋର୍ଟର): କମ୍ପାନୀ ମାଲ୍‌ ପରିବହନ ପାଇଁ ବିଛାଇଲା ଟ୍ରେନ୍‌ ଲାଇନ୍‌ । ଜମି ଅଧିଗ୍ରହଣ ପରେ ଜମି ହରାଇଲେ ସ୍ଥାନୀୟ ଲୋକେ। ହେଲେ ପ୍ରତିଶ୍ରୁତି ମୁତାବକ ମିଳିଲା ନାହିଁ କ୍ଷତିପୂରଣ। ବାରମ୍ବାର ଗୁହାରୀ ପରେ ହକ୍‌ ଜାହିର ପାଇଁ କମ୍ପାନୀ ଅଫିସ୍‌ ଅଗରେ ଗୋଡଭାଙ୍ଗି ଛିଡାହେଲେ କ୍ଷତିଗ୍ରସ୍ତ ଜମିହରା। ହେଲେ ପରିସ୍ଥିତିରେ ସୁଧାର ଆସିଲା ନାହିଁ । ଦାବି ପରେ ଦାବି କରିଥିଲେ ମଧ୍ୟ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଲା। ଶେଷରେ ନିଜ ହକ୍‌ ପାଇବାକୁ ଜମିହରା ଶୋଇପଡିଲେ ଟ୍ରେନ୍‌ ଆଗରେ।

ଘଟଣାଟି ହେଉଛି ରାୟଗଡା ଜିଲାର। ଏହି ଜିଲରେ ବେଦାନ୍ତ କମ୍ପାନୀ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ୨ ଭାଇ । ବେଦାନ୍ତ କମ୍ପାନୀକୁ ମାଲ୍‌ ପରିବହନ ଲାଗି ଟ୍ରେନ୍‌ ଲାଇନ୍ ବିଛାଇବା ସମୟରେ ୧୧ ବର୍ଷ ତଳେ ଏହି ଦୁଇ ଭାଇ ଜମି ଯୋଗାଇ ଦେଇଥିଲେ। ହେଲେ କ୍ଷତିପୂରଣ ବାବଦକୁ ନା ମିଳିଲା ଟଙ୍କା ନା ପ୍ରତିଶ୍ରୁତି ମୁତାବକ ଚାକିରି।

କମ୍ପାନୀ ସେମାନଙ୍କୁ ପ୍ରତାରଣା କରିଥିବା ବେଳେ ଏଥିରେ ଅତିଷ୍ଠ ହୋଇ ଶେଷରେ ଦୁଇ ଭାଇ ବୁଧବାର ଲାଞ୍ଜିଗଡ ଯାଉଥିବା ଏକ ମାଲବାହୀ ଟ୍ରେନ୍ ସମ୍ମୁଖରେ  ଶୋଇ ପଡିଥିଲେ। ଫଳରେ ଟ୍ରେନ୍‌ ଅଟକି ରହିବା ସହ ମାଲ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଆପୋଷ  ବୁଝାମଣା ହୋଇ କ୍ଷତିପୂରଣ ତୁରନ୍ତ ଦେବାକୁ କୁହାଯିବା ପରେ ୨ ଭାଇ ରେଳ ଧାରଣା ଉପରୁ ଉଠିଥିଲେ।

https://youtu.be/uBkInhdchqQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story