ଶେଷ ପେମେଣ୍ଟରେ ପାଇଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ପେମେଣ୍ଟ ଭାବେ ରାଇମୋହନ ପରିଡ଼ା ପାଇଥିଲେ ୩୦ ହଜାର ଟଙ୍କା। କଟକର ଏଲ୍‌ଟି ପ୍ରଡକ୍ସନ ଏକ ଫିଲ୍ମ ବାବଦକୁ ଗୁରୁବାର ତାଙ୍କୁ ଏହି ଟଙ୍କା ଦେଇଥିଲା। ସଂସ୍ଥାର ମୁଖ୍ୟ ନିଜେ ରାଇମୋହନଙ୍କ ଘରକୁ ଯାଇ ଟଙ୍କା ଦେଇଥିଲେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ରାଇମୋହନ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏଲ୍‌ଟି ପ୍ରଡକ୍ସନ୍‌ ମୁଖ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରକୃତ ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ଆତ୍ମହତ୍ୟା […]

Raimohan Parida

Raimohan Parida

Manoranjan Sial
  • Published: Friday, 24 June 2022
  • Updated: 24 June 2022, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ପେମେଣ୍ଟ ଭାବେ ରାଇମୋହନ ପରିଡ଼ା ପାଇଥିଲେ ୩୦ ହଜାର ଟଙ୍କା। କଟକର ଏଲ୍‌ଟି ପ୍ରଡକ୍ସନ ଏକ ଫିଲ୍ମ ବାବଦକୁ ଗୁରୁବାର ତାଙ୍କୁ ଏହି ଟଙ୍କା ଦେଇଥିଲା। ସଂସ୍ଥାର ମୁଖ୍ୟ ନିଜେ ରାଇମୋହନଙ୍କ ଘରକୁ ଯାଇ ଟଙ୍କା ଦେଇଥିଲେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।

ରାଇମୋହନ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏଲ୍‌ଟି ପ୍ରଡକ୍ସନ୍‌ ମୁଖ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରକୃତ ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଆତ୍ମହତ୍ୟା ପୂର୍ବରୁ ସେ ଜୀବନର ଶେଷ ମେସେଜ୍‌ ଦେଇଥିଲେ! ଦୁଇ ଝିଅ ଓ ପତ୍ନୀଙ୍କ ନାଁ ନେଇ ମୋବାଇଲ୍‌ରେ ମେସେଜ୍‌ ଦେଇଥିଲେ। ମୋବାଇଲ୍‌ ମେସେଜରେ ସେ ‘ବାଏ’ ଲେଖିଥିଲେ।

ଓଲିଉଡ୍‌ର ଭେଟ୍‌ରାନ୍‌ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ଏନେଇ ଖବର ପ୍ରକାଶ ପାଇବା ପରେ କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝରରେ ଜନ୍ମଗ୍ରହଣ କରିଥିବା ରାଇମୋହନଙ୍କ ଅଭିନୟ କ୍ୟାରିୟର ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରେ ଅଭିନୟ କରିଥିଲେ। ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଞ୍ଚମୀ’, ’ଉଦଣ୍ଡୀସୀତା’, ‘ଦେ ମା’ ଶକ୍ତି ଦେ’, ‘ଜୟ ଶ୍ରୀରାମ’, ‘ତୁ ଥିଲେ ମୋ ଡର କାହାକୁ’, ‘ରଣଭୂମି’, ’ମେଣ୍ଟାଲ ଟୋକା’, ‘ସିଂହବାହିନୀ’, ‘କୁଳନନ୍ଦନ’, ‘କଣ୍ଢେଇ ଆଖିରେ ଲୁହ’, ‘ତୁ ଥିଲେ ମୋ ଡର କାହାକୁ’, ‘କୋଟିଏ ମଣିଷ ଗୋଟିଏ ଜଗା’ ଓ ‘ମିଷ୍ଟର ମଜ୍‌ନୁ’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story