ପିଲାମାନେ ପାଠ ପଢ଼ୁଥିବା ବେଳେ କ୍ଲାସରୁମ୍‌ରେ ପଶିଲା ବର୍ଷା ପାଣି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ରେ ବର୍ଷା ପାଣି ପଶି ଆସିବାରୁ ଆଉ କିଛି ଉପାୟ ନପାଇ ପିଲାମାନେ ଡେସ୍କ ଉପରେ ବସିଲେ। ଏପରି ଅବସ୍ଥା ବ୍ରହ୍ମପୁର ସବୁଠାରୁ ପୁରାତନ ସ୍କୁଲ କେ.ସି. ଟାଉନ୍‌ ହାଇସ୍କୁଲରେ ଦେଖିବାକୁ ମିଳିଛି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି। ସବୁ ଦିନ ପରି ଆଜି ପିଲାମାନେ କ୍ଲାସରେ ବସି ପାଠ ପଢ଼ୁଥିଲେ। ଏହି ସମୟରେ ଅଚାନକ ବର୍ଷା ପାଣି […]

flood

flood

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 06:56 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ରେ ବର୍ଷା ପାଣି ପଶି ଆସିବାରୁ ଆଉ କିଛି ଉପାୟ ନପାଇ ପିଲାମାନେ ଡେସ୍କ ଉପରେ ବସିଲେ। ଏପରି ଅବସ୍ଥା ବ୍ରହ୍ମପୁର ସବୁଠାରୁ ପୁରାତନ ସ୍କୁଲ କେ.ସି. ଟାଉନ୍‌ ହାଇସ୍କୁଲରେ ଦେଖିବାକୁ ମିଳିଛି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି।

ସବୁ ଦିନ ପରି ଆଜି ପିଲାମାନେ କ୍ଲାସରେ ବସି ପାଠ ପଢ଼ୁଥିଲେ। ଏହି ସମୟରେ ଅଚାନକ ବର୍ଷା ପାଣି କ୍ଲାସରୁମ୍‌ରେ ପଶି ଯାଇଥିଲା। ଫଳରେ କିଛି ସମୟ ପାଇଁ ଛାତ୍ରଛାତ୍ରୀ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଏପରି ଅବସ୍ଥା ହୋଇଥିଲା ଯେ ପିଲାମାନେ କ୍ଲାସରୁମ୍‌ରେ ଥିବା ଡେସ୍କ ଉପରେ ବସିଥିଲେ। ଖାଲି କେସି ଟାଉନ୍ ହାଇସ୍କୁଲ୍‌ ନୁହେଁ, ଏହାର ନିକଟରେ ଥିବା ସରକାରୀ ବାଳିକା ବିଦ୍ୟାଳୟରେ ମଧ୍ୟ ସମାନ୍ ଅବସ୍ଥା ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଉଛି, ଏହି ଦୁଇ ସ୍କୁଲ ବ୍ରହ୍ମପୁର ମହାନଗର ନିଗମର ପାର୍ଶ୍ୱରେ ରହିଛି। ଯଦି, ବିଏମ୍‌ସି କାର୍ଯ୍ୟାଳୟ ନିକଟରେ ଏପରି ଅବସ୍ଥା, ତେବେ ସହରର ଅନ୍ୟ ଅଞ୍ଚଳର ପରିସ୍ଥତି କଣ ଥିବ, ତାହା ସହଜରେ ଅନୁମେୟ।

ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ସାଢ଼େ ୩ରୁ ୫ଟା ଯାଏ ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଟାଉନ୍‌ର ଜୟପ୍ରକାଶ ନଗର, ଗଜପତି ନଗର ପ୍ରମୁଖ ଅଞ୍ଚଳରେ ପାଣି ଜମି ରହିଥିଲା। ରାସ୍ତାରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story