ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର୍‌, ଚାଲିଗଲା ଏସ୍‌ଡିଜେଏମ୍‌ଙ୍କ ଜୀବନ

କରଞ୍ଜିଆ (ଦୀପକ ମହାନ୍ତ): ୪୯ ନମ୍ବର ଜାତୀୟ ରାଜପଥର ଯଶିପୁର ଥାନାର ଚାଇଁନେବଦା ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ। ଗାଁରେ ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଛୁଟି ନେଇ ସେ ସ୍ୱାମୀଙ୍କ ଘରକୁ ଫେରୁଥିଲେ। ହେଲେ କାର୍‌ଟି ୪୯ ନମ୍ବର ଜାତୀୟ ରାଜପଥର […]

SDJM

SDJM

Manoranjan Sial
  • Published: Thursday, 30 June 2022
  • Updated: 30 June 2022, 08:05 PM IST

Sports

Latest News

କରଞ୍ଜିଆ (ଦୀପକ ମହାନ୍ତ): ୪୯ ନମ୍ବର ଜାତୀୟ ରାଜପଥର ଯଶିପୁର ଥାନାର ଚାଇଁନେବଦା ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।

ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ। ଗାଁରେ ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଛୁଟି ନେଇ ସେ ସ୍ୱାମୀଙ୍କ ଘରକୁ ଫେରୁଥିଲେ। ହେଲେ କାର୍‌ଟି ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନ ଓ ତାଙ୍କ ସ୍ୱାମୀ କାର୍‌ ଭିତରେ ଚାପି ହୋଇ ଯାଇଥିଲେ।

ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଇରଙ୍ଗପୁର ତଥା କରଂଜିଆରେ ଶୋକର ଛାୟା ଖେଳିଯାଇଛି।

ସୂଚନାରୁ ପ୍ରକାଶ, ଗତ ଦୁଇ ଦିନ ହେଲା ମୟୂରଭଞ୍ଜ ଜିଲ୍ଲାରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଆସି ଠାଏ ଠାଏ ପ୍ରବଳ ବର୍ଷା ହେଉଛି। ଯେଉଁଥିପାଇଁ ରାସ୍ତା ଭଲ ଦିଶୁନଥିଲା। ତେଣୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story