PPP= ପ୍ରତାପ-ପ୍ରାଇଭେଟ୍-ପାର୍ଟନରସିପ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟସେବା ସଙ୍କଟଜନକ ସ୍ଥିତିରେ ରହିଛି। କେଉଁଠି ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି ତ ଆଉ କେଉଁଠି ସାଂଘାତିକ ଶୋଷଣର ଶିକାର ହେଉଛନ୍ତି ରୋଗୀ। ଅଥଚ ବିଧାନସଭାରେ କିଛି ଅଲଗା ଚିତ୍ର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟରେ ସ୍ୱାସ୍ଥ୍ୟସେବା ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରସିପ୍‌ (ପିପିପି) ମୋଡ୍‌ରେ ଚାଲିଛି। ମାତ୍ର ମନ୍ତ୍ରୀଙ୍କର ଏହି ପିପିପି ମୋଡ୍‌କୁ ନେଇ ଥଟା କରିଛନ୍ତି ଶାସକ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)। ସେ କହିଛନ୍ତି-“ପିପିପି ହେଉଛି […]

raja

raja

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 07:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟସେବା ସଙ୍କଟଜନକ ସ୍ଥିତିରେ ରହିଛି। କେଉଁଠି ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି ତ ଆଉ କେଉଁଠି ସାଂଘାତିକ ଶୋଷଣର ଶିକାର ହେଉଛନ୍ତି ରୋଗୀ। ଅଥଚ ବିଧାନସଭାରେ କିଛି ଅଲଗା ଚିତ୍ର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟରେ ସ୍ୱାସ୍ଥ୍ୟସେବା ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରସିପ୍‌ (ପିପିପି) ମୋଡ୍‌ରେ ଚାଲିଛି। ମାତ୍ର ମନ୍ତ୍ରୀଙ୍କର ଏହି ପିପିପି ମୋଡ୍‌କୁ ନେଇ ଥଟା କରିଛନ୍ତି ଶାସକ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)। ସେ କହିଛନ୍ତି-“ପିପିପି ହେଉଛି ପ୍ରତାପ-ପ୍ରାଇଭେଟ୍-ପାର୍ଟନରସିପ୍‌। ଏକଥା ମୁଁ କହୁନି ବାହା ଲୋକେ କହୁଛନ୍ତି।”

ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ କେବଳ ରାଜା ସ୍ୱାଇଁ ଉଦ୍‌ବେଗ ପ୍ରକାଶ କରିନାହାଁନ୍ତି। ଶାସକ ଓ ବିରୋଧୀ ଦଳର ସମସ୍ତ ବିଧାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ ମଧ୍ୟରୁ କେଉଁଠି ସିଟିସ୍କାନ ଅଚଳ ତ ଆଉ କେଉଁଠି ଖତ ଖାଉଛି ଏମ୍ଆଆଇ ମେସିନ୍। ଆଉ କେଉଁଠି ଡାକ୍ତର ନାହାଁନ୍ତି। ସେହିଭଳି ଘରୋଇ ମେଡ଼ିକାଲ୍ ଗୁଡ଼ିକରେ ଉପଯୁକ୍ତ ଚିକିତ୍ସା ସୁବିଧା ବଦଳରେ ଚାଲିଛି ଲୁଟତରାଜ୍। ଯାହାକୁ ନେଇ ଆଜି ଗୃହରେ ଉଦ୍‌ବେଗ ପ୍ରକାଶ ପାଇଛି।

ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, ମୟୂରଭଞ୍ଜ, ପୁରୀ, କେନ୍ଦୁଝର, କଳାହାଣ୍ଡି, କୋରାପୁଟ ଓ ସୁନ୍ଦରଗଡ଼ ସମେତ କ୍ୟାପିଟାଲ୍ ହସ୍ପିଟାଲରେ ପିପିପି ମୋଡ୍‌ରେ ସିଟି ସ୍କାନ ସେବା, ନିଃଶୁଳ୍କ ରୋଗ ନିରୂପଣ ସେବା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ଅର୍ଥାତ୍ ବର୍ତ୍ତମାନ ଯାଏଁ କୌଣସି ସ୍ଥାନରେ କାର୍ଯ୍ୟକ୍ଷମ ହୋଇନି ସିଟି ସ୍କାନ୍ ବ୍ୟବସ୍ଥା। ସେହିପରି ଅନୁଗୋଳ, ବାଲେଶ୍ୱର, ପୁରୀ, ମୟୂରଭଞ୍ଜରେ ପିପିପି ମୋଡ୍‌ରେ ମାଗଣାରେ ଏମ୍ଆର୍‌ଆଇ ସ୍କାନ ସେବା ଯୋଗାଇଦେବାକୁ ସରକାର ପଦକ୍ଷେପ ନେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story