ରାଜଧାନୀରେ ଜଣ୍ଡିସ୍‌ ଆକ୍ରାନ୍ତ ସଂଖ୍ୟା ୫୦କୁ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀରେ ଦେଖା ଦେଇଥିବା ଜଣ୍ଡିସକୁ ନିଯନ୍ତ୍ରଣ କରିବାକୁ ପ୍ରଶାସନଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ଲାଗି ପଡିଛନ୍ତି। ହେଲେ ରାଜଧାନୀ ଜଣ୍ଡିସ କମିବା ବଦଳରେ ବ୍ୟାପିବାରେ ଲାଗିଛି। ଝରଣା ସାହିରୁ ଏବେ ଜଣ୍ଡିସ୍‌ କାରଗିଲ ବସ୍ତିକୁ ବ୍ୟାପିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ୫୦ ଜଣ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜଣ୍ଡିସ୍‌ ମୁକାବିଲା ପାଇଁ ବିଭିନ୍ନ ବିଭାଗ ସହ ମିଶି ବିଏମ୍‌ସି ମିଳିତ ଅଭିଯାନ ଆରମ୍ଭ କରିଛି। […]

jundice

jundice

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 03:45 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଦେଖା ଦେଇଥିବା ଜଣ୍ଡିସକୁ ନିଯନ୍ତ୍ରଣ କରିବାକୁ ପ୍ରଶାସନଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ଲାଗି ପଡିଛନ୍ତି। ହେଲେ ରାଜଧାନୀ ଜଣ୍ଡିସ କମିବା ବଦଳରେ ବ୍ୟାପିବାରେ ଲାଗିଛି। ଝରଣା ସାହିରୁ ଏବେ ଜଣ୍ଡିସ୍‌ କାରଗିଲ ବସ୍ତିକୁ ବ୍ୟାପିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ୫୦ ଜଣ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଜଣ୍ଡିସ୍‌ ମୁକାବିଲା ପାଇଁ ବିଭିନ୍ନ ବିଭାଗ ସହ ମିଶି ବିଏମ୍‌ସି ମିଳିତ ଅଭିଯାନ ଆରମ୍ଭ କରିଛି। ସ୍ୱସ୍ଥ୍ୟ ଶିବିର କରାଯାଇ ରୋଗୀ ଚିହ୍ନଟ କରାଯାଉଛି। ଡାକ୍ତରୀ ଟିମ୍‌ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରୁଛନ୍ତି। ଦୂଷିତ ପାଣିକୁଣ୍ଡ ସ୍ଥାନରେ ନୂଆ ପାଣି କୁଣ୍ଡ ନିର୍ମାଣ କରାଯାଉଛି। ଏତେ ସବୁ ପରେ ମଧ୍ୟ ଜଣ୍ଡିସ କମିବା ବଦଳରେ ବ୍ୟାପିବାରେ ଲାଗିଛି।

ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଚିକିତ୍ସା ଅଧିକାରୀ ଦେବେନ୍‌ ଦାଶ କହିଛନ୍ତି, “୫୦ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକା ଗୋଟିଏ ଦିନରେ ବ୍ୟାପୀ ନାହିଁ। ପ୍ରାୟ ମାସେ ହେବ ଏଠାରେ ଜଣ୍ଡିସ ବ୍ୟାପିବାରେ ଲାଗିଛି। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏତେ ସଂଖ୍ୟାରେ ଜଣ୍ଡିସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଚିକିତ୍ସକ ଦଳ ଅଞ୍ଚଳରେ ଲୋକଙ୍କ ଚିକିତ୍ସା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story