ରାଜନୀତିକୁ ବଦଳାଇବାକୁ ଲୋକ ଚରିତ୍ରରେ ସୁଧାର ଜରୁରୀ: ସୀତାରାମ ୟେଚୁରୀ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶର ରାଜନୀତିକୁ ବଦଳାଇବାକୁ ହେଲେ ଲୋକ ଚରିତ୍ର ସୁଧାରିବା ଜରୁରୀ । ଦେଶକୁ ରାଜନୈତିକ ସ୍ୱାଧୀନତା ମିଳିଛି ସତ ଏବେ ବି ଆର୍ଥିକ ଦୃଷ୍ଟିରୁ ଆମେ ସ୍ୱାଧୀନ ହୋଇ ନାହୁଁ ବୋଲି କହିଛନ୍ତି ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ । କମ୍ରେଡ଼ ହରକିଶନ ସିଂ ସୁରଜିତଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ବକ୍ତୃତା ଦେବା ଅବସରରେ ସେ ଏହି ମତ ଦେଇଛନ୍ତି । ଏହି ଅବସରରେ ସୁରଜିତଙ୍କ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ […]

yechuri

yechuri

Rakesh Mallick
  • Published: Monday, 22 June 2015
  • Updated: 22 June 2015, 03:21 AM IST

Sports

Latest News

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶର ରାଜନୀତିକୁ ବଦଳାଇବାକୁ ହେଲେ ଲୋକ ଚରିତ୍ର ସୁଧାରିବା ଜରୁରୀ । ଦେଶକୁ ରାଜନୈତିକ ସ୍ୱାଧୀନତା ମିଳିଛି ସତ ଏବେ ବି ଆର୍ଥିକ ଦୃଷ୍ଟିରୁ ଆମେ ସ୍ୱାଧୀନ ହୋଇ ନାହୁଁ ବୋଲି କହିଛନ୍ତି ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ । କମ୍ରେଡ଼ ହରକିଶନ ସିଂ ସୁରଜିତଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ବକ୍ତୃତା ଦେବା ଅବସରରେ ସେ ଏହି ମତ ଦେଇଛନ୍ତି । ଏହି ଅବସରରେ ସୁରଜିତଙ୍କ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ହରକିଷନ୍ ସିଂହ ସୁରଜିତ୍ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story