ରାଜ୍ୟରେ ୨୬ ପ୍ରକାର ଔଷଧ ଜବତ୍, ସ୍ୱାସ୍ଥ୍ୟ ବିଭାଗର ଧରପଗଡ ଜାରି

ଭୁବନେଶ୍ୱର: ନକଲି ଔଷଧକୁ ନେଇ ରାଜ୍ୟରେ ଧରପଗଡ଼ ଜାରି ରହିଛି। ବିଭିନ୍ନ ଜିଲ୍ଲାରୁ ଏବେ ସୁଦ୍ଧା ଜବତ ହେଲାଣି ୬ଲକ୍ଷରୁ ଅଧିକ ଟଙ୍କ।ର ନକଲି ଔଷଧ। ଦେଢମାସ ତଳେ ଓଡ଼ିଶା ବଜାରରେ ନକଲି ଔଷଧ ମିଳୁଥିବା ନେଇ ଓଟିଭି ପ୍ରଥମ ଖବର ପ୍ରସାରଣ କରିଥିଲା। ଏହା ମଧ୍ୟରେ ୨୬ ପ୍ରକାର ଔଷଧ ସିଜ୍ କରାଯାଇ ୨୫ଟି ମାମଲା ରୁଜୁ ହୋଇଛି। କିଛି ଔଷଧ ନମୁନାର ପରୀକ୍ଷା ରିପୋର୍ଟ ବି ଆସିସାରିଛି। ଚେର ଲମ୍ବିଛି ହିମାଚଳ ପ୍ରଦେଶରୁ ରାଜସ୍ଥାନରୁ […]

medicin

medicin

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 02:50 PM IST

Sports

Latest News

ଭୁବନେଶ୍ୱର: ନକଲି ଔଷଧକୁ ନେଇ ରାଜ୍ୟରେ ଧରପଗଡ଼ ଜାରି ରହିଛି। ବିଭିନ୍ନ ଜିଲ୍ଲାରୁ ଏବେ ସୁଦ୍ଧା ଜବତ ହେଲାଣି ୬ଲକ୍ଷରୁ ଅଧିକ ଟଙ୍କ।ର ନକଲି ଔଷଧ। ଦେଢମାସ ତଳେ ଓଡ଼ିଶା ବଜାରରେ ନକଲି ଔଷଧ ମିଳୁଥିବା ନେଇ ଓଟିଭି ପ୍ରଥମ ଖବର ପ୍ରସାରଣ କରିଥିଲା। ଏହା ମଧ୍ୟରେ ୨୬ ପ୍ରକାର ଔଷଧ ସିଜ୍ କରାଯାଇ ୨୫ଟି ମାମଲା ରୁଜୁ ହୋଇଛି। କିଛି ଔଷଧ ନମୁନାର ପରୀକ୍ଷା ରିପୋର୍ଟ ବି ଆସିସାରିଛି। ଚେର ଲମ୍ବିଛି ହିମାଚଳ ପ୍ରଦେଶରୁ ରାଜସ୍ଥାନରୁ ଓଡ଼ିଶାକୁ। ନକଲି ଔଷଧ କାରବାରର ଚେର ଲମ୍ୱିଛି ରାଜ୍ୟର ୬ଟି ଜିଲ୍ଲାକୁ। ଡ୍ରଗସ୍ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ କଟକ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ୱରରେ ଚଢାଉ କରି ଜବତ କରିଛି ୬ ଲକ୍ଷ ୪୧ ହଜାର ଟଙ୍କ।ର ନକଲି ଔଷଧ। ଏବେ ବି ଜାରି ରହିଛି ଚଢାଉ ପ୍ରକ୍ରିୟା। ନକଲି ଔଷଧ ଯୋଗାଇଥିବା ୫ ହୋଲସେଲର୍ ଓ ୨୫ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ‍ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ସୂଚନା ଦେଇଛନ୍ତି।

ଜବତ ୨୬ ଔଷଧ ନମୁନା ମଧ୍ୟରୁ ୧୦ଟିର ରିପୋର୍ଟ ଆସିଛି। ସେଥିରୁ ୭ଟି ନିମ୍ନମାନର ଓ ଗୋଟିଏ ନକଲି ବୋଲି ଜଣାପଡ଼ିଛି। ଏଥିରେ ଅଛି ଥଣ୍ଡା ପାଇଁ ବ୍ୟବହୃତ ଏଲସି-ମନ୍, ଏସିଡିଟି ଓ ବାନ୍ତି ପାଇଁ ବ୍ୟବହାର ହେଉଥିବା ରେରାବ-ଡିଏସ୍ଆର୍। ଏହା ବାଦ୍ ମଣ୍ଟ୍ୟୁଲ ଟାବଲେଟ୍ ଓ ସିରପ ବି ନିମ୍ନମାନର ବୋଲି ଜଣାପଡିଛି। ସିଜ୍ ହୋଇଥିବା ଅନ୍ୟ ୧୬ ପ୍ରକାର  ଔଷଧର ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଡ୍ରଗ୍ସ କଣ୍ଟ୍ରୋଲର ହୃଷୀକେଶ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଅଭୟ ହେଲଥ କେୟାର ପରି ଆଉ କିଛି କମ୍ପାନୀର ନକଲି ଔଷଧ ଓଡ଼ିଶା ବଜାରରେ ପ୍ରବେଶ କରିଥିବା ଅଭିଯୋଗ କହିଛନ୍ତି ଉତ୍କଳ କେମେଷ୍ଟିସ୍ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ସମ୍ପାଦକ(ପ୍ରଶାସନ) ଭବାନୀ ପ୍ରାସଦ ମହାପାତ୍ର।

ନକଲି ଔଷଧ ଜବତ ହେବା ପରେ ମାମଲା ରୁଜୁ ହୋଇଛି। ଚାର୍ଜସିଟ୍ ପରେ ରାଜ୍ୟର ୫ଟି ସ୍ଥାନରେ ଥିବା ସ୍ପେଶାଲ କୋର୍ଟରେ ଏହାର ବିଚାର ହେବ। ତେବେ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ ବିଭାଗର ଦେଢମାସର ପ୍ରୟାସରେ ରାଜ୍ୟରୁ କଣ ସବୁ ନକଲି ଔଷଧ ପ୍ରତ୍ୟାହାର ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story