ରାଜ୍ୟର ୧୧ଟି ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି, ଅପରେସନ୍ ଜାରି ରହିବ: ଡିଜିପି

ରାଉରକେଲା: ରାଜ୍ୟର ୧୧ଟି ଜିଲ୍ଲାରେ ଏବେ ମାଓବାଦୀ ସକ୍ରିୟ ଅଛନ୍ତି। ତେବେ ମାଓ ଉପଦ୍ରବ ଏହି ଅଞ୍ଚଳଗୁଡ଼ିକରେ ଅପରେସନ୍ ଜାରି ରହିବ। ରାଉରକେଲା ଗସ୍ତରେ ଆସିଥିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନୂଆ ପୋଲିସ୍ ଡିଜି କେ.ବି ସିଂହ। ସେ କହିଛନ୍ତି, ମାଓ ସମସ୍ୟା ନିୟନ୍ତ୍ରଣରେ ଓଡ଼ିଶା ପୋଲିସ୍ ବେଶ୍ ସଫଳତା ପାଇଛି। ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନ ଯୋଗୁଁ ବହୁ ସଂଖ୍ୟାରେ ମାଓବାଦୀ ଓଡ଼ିଶାକୁ ପଶି ଆସିଥିଲେ। ତେବେ ସୁରକ୍ଷା କର୍ମୀ ତା’ […]

dgp

dgp

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 08:47 AM IST

Sports

Latest News

ରାଉରକେଲା: ରାଜ୍ୟର ୧୧ଟି ଜିଲ୍ଲାରେ ଏବେ ମାଓବାଦୀ ସକ୍ରିୟ ଅଛନ୍ତି। ତେବେ ମାଓ ଉପଦ୍ରବ ଏହି ଅଞ୍ଚଳଗୁଡ଼ିକରେ ଅପରେସନ୍ ଜାରି ରହିବ। ରାଉରକେଲା ଗସ୍ତରେ ଆସିଥିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନୂଆ ପୋଲିସ୍ ଡିଜି କେ.ବି ସିଂହ।

ସେ କହିଛନ୍ତି, ମାଓ ସମସ୍ୟା ନିୟନ୍ତ୍ରଣରେ ଓଡ଼ିଶା ପୋଲିସ୍ ବେଶ୍ ସଫଳତା ପାଇଛି। ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନ ଯୋଗୁଁ ବହୁ ସଂଖ୍ୟାରେ ମାଓବାଦୀ ଓଡ଼ିଶାକୁ ପଶି ଆସିଥିଲେ। ତେବେ ସୁରକ୍ଷା କର୍ମୀ ତା’ ଉପରେ ସତର୍କ ନଜର ରଖିବା ସହ ଅପରେସନରେ ୨ ମାଓବାଦୀଙ୍କୁ ମାରିଥିଲା।

ସେହିପରି ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହାର ବଢ଼ାଇବାକୁ ପ୍ରୟାସ କରାଯାଉଛି ବୋଲି ଡିଜିପି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ୍ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ।

ଆଜି ପୋଲିସ୍ ଡିଜି ରାଉରକେଲାରେ ମାଓ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଗୁଇନ୍ଦା ନିଦ୍ଦେର୍ଶକ ସୁନୀଲ ରୟ, ଆଇଜି ଡି.ଏସ୍. କୁଟ୍ଟେ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ଆର୍କେ ଶର୍ମା ଏବଂ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠ ପୋଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story