୫ ବର୍ଷ ବିତିଲା, ରମାଦେବୀ ବିଶ୍ୱବିଦ୍ୟାଳୟ କଥା ବୁଝୁନାହାନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ୫ ବର୍ଷ ପରେ ବି ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ହୋଇପାରିଲାନି ଜମି ଚିହ୍ନଟ। ଭିତ୍ତିଭୂମିର ଅଭାବକୁ ନେଇ ଛାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ଏହାରି ଭିତରେ ଗୋଠପାଟଣାସ୍ଥିତ ଜମିକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ୨୦୧୫ମସିହାରୁ ୨୦୨୦ ହେଲା । ହେଲେ ୫ ବର୍ଷ ପରେ ବି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ଲାଗି ଜମି ଏଯାଏ ଚିହ୍ନଟ ହୋଇପାରିନି । ଉଚ୍ଚଶିକ୍ଷାରେ ମହିଳାଙ୍କୁ ଅଧିକ ସୁଯୋଗ […]

gnm

gnm

Tapas Behera
  • Published: Monday, 09 March 2020
  • Updated: 09 March 2020, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ୫ ବର୍ଷ ପରେ ବି ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ହୋଇପାରିଲାନି ଜମି ଚିହ୍ନଟ। ଭିତ୍ତିଭୂମିର ଅଭାବକୁ ନେଇ ଛାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ଏହାରି ଭିତରେ ଗୋଠପାଟଣାସ୍ଥିତ ଜମିକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ୨୦୧୫ମସିହାରୁ ୨୦୨୦ ହେଲା ।

ହେଲେ ୫ ବର୍ଷ ପରେ ବି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ଲାଗି ଜମି ଏଯାଏ ଚିହ୍ନଟ ହୋଇପାରିନି । ଉଚ୍ଚଶିକ୍ଷାରେ ମହିଳାଙ୍କୁ ଅଧିକ ସୁଯୋଗ ଦେବା ଲାଗି ସରକାର ଏହାକୁ ବିଶ୍ୱବିଦ୍ୟାଳୟରେ ପରିଣତ କଲେ। ମାତ୍ର ଭିତ୍ତିଭୂମି ଅଭାବରେ ଗୋଟିଏ କ୍ୟାମ୍ପସରେ ଖୁନ୍ଦି ହୋଇ ଚାଲିଛି ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜି କ୍ଲାସ୍ । ଯାହାକି ଉଚ୍ଚ ଶିକ୍ଷା ସଂସ୍କାର ଉପରେ ପ୍ରଶ୍ନବାଚୀ ଲଗାଇଛି।

୨୩ ଏକର ଜମିରେ ଚାଲିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ତେବେ ୨୦୧୫ମସିହାରେ କଲେଗରୁ ୟୁନିଭରସିଟି ମାନ୍ୟତା ପାଇବା ପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ୍ ଅଲଗା ରହିବା କଥା।  ଏଥିଲାଗି ଦ୍ୱିତୀୟ କ୍ୟାମ୍ପସର ପରିକଳ୍ପନା ହେଲା।  ମାତ୍ର ଦ୍ୱିତୀୟ କ୍ୟାମ୍ପସ୍ ଲାଗି ସରକାର ଏଯାଏଁ ଜମି ଯୋଗାଇ ଦେଇନଥିବାରୁ ଗବେଷଣା ଓ ଭିତ୍ତିଭୂମିରେ ଯେଭଳି ବିକାଶ ହେବା କଥା ସେଭଳି ହୋଇପାରିନି। ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜି ଛାତ୍ରୀଙ୍କ ଲାଗି କ୍ଲାସ୍ ରୁମ୍‌ର ସମସ୍ୟା ଉପୁଜିଛି । ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ଦ୍ୱିତୀୟ କ୍ୟାମ୍ପସ୍ ଲାଗି ଜମି ଚିହ୍ନଟ ହୋଇଥିଲା। ହେଲେ ବିଭିନ୍ନ ବିବାଦ କାରଣରୁ ତାହା ଚୂଡାନ୍ତ ହୋଇପାରିଲାନି ।

ଦ୍ୱିତୀୟ କ୍ୟାମ୍ପସ୍ ବିଳମ୍ବ ଲାଗି ଛାତ୍ରୀମାନେ ପ୍ରଭାବିତ ହେଉଥିବା ମଧ୍ୟ ସ୍ୱୀକାର କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି। ସେପଟେ ରମାଦେବୀ ସହ ଏକା ଦିନରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିବା ଗଙ୍ଗାଧର ମେହେର ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ କାମ ଆରମ୍ଭ ହୋଇସାରିଲାଣି । ତେବେ କେବଳ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇ ସରକାର ଉଚ୍ଚଶିକ୍ଷାରେ କି ସଂସ୍କାର ଆଣିବାକୁ ଚାହୁଁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story