ଫିଲ୍ମ ଗୀତରେ ନାଚିଲେ ରାମ ଓ ସୀତା ବେଶଧାରୀ, ଭିଡିଓ ଭାଇରାଲ୍‌

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଆଧୁନିକ ଫିଲ୍ମ ଗୀତର ତାଳେ ତାଳେ ଉଦଣ୍ଡ ନାଚ ନାଚିଲେ ରାମ ଓ ସୀତା ବେଶଧାରୀ। ଆଉ ମତୁଆଲା କଲେ ଗ୍ରାମୀଣ ପରିବେଶକୁ। ନିଝୁମ୍‌ ରାତିରେ ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ଝୁମାଇଲେ। ଦର୍ଶକ, ଉଦଣ୍ଡ ନାଚ ଦେଖୁଥିଲେ ମଧ୍ୟ ଜଣେ କେହି ପ୍ରତିବାଦ କରିନଥିଲେ। ଏହି ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ସୋଶାଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋଶାଲ୍‌ ମିଡିଆରେ ଭାଇରାଲ […]

Jatra

Jatra

Manoranjan Sial
  • Published: Monday, 27 June 2022
  • Updated: 27 June 2022, 06:51 PM IST

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଆଧୁନିକ ଫିଲ୍ମ ଗୀତର ତାଳେ ତାଳେ ଉଦଣ୍ଡ ନାଚ ନାଚିଲେ ରାମ ଓ ସୀତା ବେଶଧାରୀ। ଆଉ ମତୁଆଲା କଲେ ଗ୍ରାମୀଣ ପରିବେଶକୁ। ନିଝୁମ୍‌ ରାତିରେ ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ଝୁମାଇଲେ। ଦର୍ଶକ, ଉଦଣ୍ଡ ନାଚ ଦେଖୁଥିଲେ ମଧ୍ୟ ଜଣେ କେହି ପ୍ରତିବାଦ କରିନଥିଲେ। ଏହି ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ସୋଶାଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୋଶାଲ୍‌ ମିଡିଆରେ ଭାଇରାଲ ହେଉଥିବା ନାଟକଟି କୁଆଡେ ‘ରାମାୟଣ’। ଆଉ ଭାଇରାଲ୍‌ ହେଉଥିବା ଭିଡିଓଟି ରାମ ବନବାସ ଯିବା ସମୟର ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି। ଯେଉଁଥିରେ ରାମ ଓ ସୀତା ବେଶଧାରୀ ମଞ୍ଚ ଉପରେ ...ଇସାରାରେ ତୋର ହେଲି ମୁଁ ପାଗଳ... ଫିଲ୍ମ ଗୀତରେ ଡ୍ୟାନ୍ସ କରୁଥିଲେ। ଝିଲ୍‌ମିଲ୍‌ ଆଲୁଅ ଓ ସଙ୍ଗୀତରେ ତାଳେ ତାଳେ ପାଦକୁ ପାଦ ଛନ୍ତି ରାମ ଓ ସୀତା ବେଶଧାରୀ ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଯାହାକୁ ମଞ୍ଚ ତଳେ ବସିଥିବା ଦର୍ଶକ ଉପଭୋଗ କରୁଥିଲେ। ଆଉ କିଏ ତ ଭିଡିଓ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଜଣେ କେହି ପ୍ରତିବାଦ କରିନଥିଲେ।

ଆଧୁନିକ ଗୀତରେ ହେଉଥିବା ଡ୍ୟାନ୍ସ କେଉଁ ସ୍ଥାନରେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଭିଡିଓଟି ଭାଇରାଲ୍‌ ହେବା ପରେ ସୋଶାଲ୍‌ ମିଡିରେ ସୃଷ୍ଟି ହୋଇଛି ଝଡ଼। ସୋଶାଲ୍‌ ମିଡିଆ ୟୁଜର୍ସମାନେ ରାମ ଓ ସୀତା ଭୂମିକାରେ ଡ୍ୟାନ୍ସ କରୁଥିବା ଯୁବକ-ଯୁବତୀଙ୍କୁ ମନଇଚ୍ଛା ଗାଳି ଦେଇଛନ୍ତି। ସେମାନଙ୍କୁ ଗିରଫ କରିବାକୁ ନିବେଦନ କରିଛନ୍ତି।

https://youtu.be/p0ZB2F6XMeg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story