ଢେଙ୍କାନାଳରେ ରେଞ୍ଜରଙ୍କ ଦବଙ୍ଗଗିରି

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅପରାଧ କଲେ ଦଣ୍ଡ ନିଶ୍ଚିତ। ହେଲେ ତାହା ଆଇନ ଅନୁଯାୟୀ ହେବା ଦରକାର। କିନ୍ତୁ ଦଣ୍ଡିତ କରୁଥିବା ବ୍ୟକ୍ତି ଯଦି ଆଇନ୍‌କୁ ନିଜ ହାତକୁ ନିଅନ୍ତି  ତାହାକୁ ଅଶୋଭନୀୟ ବୋଲି ବିବେଚନା କରାଯାଏ । ଏପରି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଏହି ଜିଲ୍ଲାରେ ଜଣେ ରେଞ୍ଜରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜିଲ୍ଲାର ପର୍ଜଙ୍ଗ ବ୍ଳକ ଅଳାକଟା ଗାଁ ସଭାପତି କୈଳାସ ବେହେରାଙ୍କ ନାଁରେ ଆସିଥିଲା କାଠ ଚୋରା ଚାଲାଣ ଅଭିଯୋଗ।  କୈଳାସଙ୍କୁ ପ୍ରଥମେ […]

loka-12

loka-12

Niharika Rout
  • Published: Saturday, 12 October 2019
  • Updated: 12 October 2019, 02:44 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅପରାଧ କଲେ ଦଣ୍ଡ ନିଶ୍ଚିତ। ହେଲେ ତାହା ଆଇନ ଅନୁଯାୟୀ ହେବା ଦରକାର। କିନ୍ତୁ ଦଣ୍ଡିତ କରୁଥିବା ବ୍ୟକ୍ତି ଯଦି ଆଇନ୍‌କୁ ନିଜ ହାତକୁ ନିଅନ୍ତି  ତାହାକୁ ଅଶୋଭନୀୟ ବୋଲି ବିବେଚନା କରାଯାଏ । ଏପରି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ।

ଏହି ଜିଲ୍ଲାରେ ଜଣେ ରେଞ୍ଜରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜିଲ୍ଲାର ପର୍ଜଙ୍ଗ ବ୍ଳକ ଅଳାକଟା ଗାଁ ସଭାପତି କୈଳାସ ବେହେରାଙ୍କ ନାଁରେ ଆସିଥିଲା କାଠ ଚୋରା ଚାଲାଣ ଅଭିଯୋଗ।  କୈଳାସଙ୍କୁ ପ୍ରଥମେ ଗିରଫ କରିବା ପରିବର୍ତ୍ତେ ନିଜ ହିତାହିତ ଜ୍ଞାନ ଭୁଲି ଗତକାଲି ତାଙ୍କୁ ଆଣ୍ଠେଇ ଦେଲେ ଢେଙ୍କାନାଳ ମହାବିରୋଡ ରେଞ୍ଜର ସୁବ୍ରତ ବେହେରା । ଏହାପରେ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସୋଶାଲ୍‌ ମିଡିଆରେ କୈଳାସ ଆଣ୍ଠେଇବା ବେଳର ଫୋଟ ଭାଇରାଲ ହେବାରେ ଲାଗିଛି ।

ଉଲ୍ଲେଖନୀୟ ଯେ, କୈଳାସଙ୍କୁ କାଠ ମାଫିଆ ଦର୍ଶାଇ ତାଙ୍କୁ ରେଞ୍ଜର ଆଣ୍ଠେଇ ଦେଇଥିବା ଓ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story