ଏବେ କେମିତି ଅଛନ୍ତି ଆଲବମ ଅଭିନେତ୍ରୀ ଦୀପା ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନସହ ସଂଘର୍ଷ କରୁଛନ୍ତି ଅଭିନେତ୍ରୀ ଦୀପା ସାହୁ। କ୍ୟାନ୍ସରରେ ପୀଡ଼ିତ ଆଲବମ୍‌ କୁଇନ୍‌ ଦୀପା ଏବେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସିନେମା କଳାକାରମାନେ ଭେଟି ତାଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଚିକିତ୍ସା ଲାଗି ଆର୍ଥିକ ସହାୟତା ପାଇଁ ନିବେଦନ ମଧ୍ୟ କରିଛନ୍ତି। କର୍କଟ ରୋଗରେ ଗୁରୁତର ହେବା ପରେ ଗତ ୨୦ ତାରିଖରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଥିବା ବେଳେ ଯାତ୍ରା ଅଭିନେତ୍ରୀ […]

7690

7690

Tapas Behera
  • Published: Tuesday, 23 June 2020
  • Updated: 23 June 2020, 06:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନସହ ସଂଘର୍ଷ କରୁଛନ୍ତି ଅଭିନେତ୍ରୀ ଦୀପା ସାହୁ। କ୍ୟାନ୍ସରରେ ପୀଡ଼ିତ ଆଲବମ୍‌ କୁଇନ୍‌ ଦୀପା ଏବେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସିନେମା କଳାକାରମାନେ ଭେଟି ତାଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଚିକିତ୍ସା ଲାଗି ଆର୍ଥିକ ସହାୟତା ପାଇଁ ନିବେଦନ ମଧ୍ୟ କରିଛନ୍ତି। କର୍କଟ ରୋଗରେ ଗୁରୁତର ହେବା ପରେ ଗତ ୨୦ ତାରିଖରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଥିବା ବେଳେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଯାଇ ତାଙ୍କୁ ଭେଟିଥିବା ବେଳେ କିଛି ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଏଥିସହ ଦୀପା ସାହୁଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

ବର୍ଷେ ପୂର୍ବରୁ ଦୀପା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିଲେ। ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ। ତେବେ ଲକ୍‌ଡାଉନ ଯୋଗୁ ଆଉ ମୁମ୍ବାଇ ଯାଇ ପାରି ନଥିଲେ। ତେବେ ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ତେଣୁ  ଗତ ୨୦ ତାରିଖରେ ତାଙ୍କୁ  କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  ତେବେ ଏହାରି ଭିତରେ ସିନେମା ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି ମଧ୍ୟ ଭେଟିଛନ୍ତି।

ଓଡ଼ିଆ ଆବମ ଜଗତରେ ଆଗଧାଡ଼ିର ନାୟିକା ଭାବେ ବେଶ ନାମ କମାଇଛନ୍ତି ଦୀପା। ଅନେକ ହିଟ୍‌ ଗୀତରେ ଅଭିନୟ କରି ଦର୍ଶକଙ୍କୁ ଦିୱାନା କରିଦେଉଥିବା ଦୀପାଙ୍କର ଖୁବ୍‌ ଚାହିଦା ଥିଲା। ତାଙ୍କ ଅଭିନୀତ ମସ୍ତ ମସ୍ତ ଚାଲି , ତୋ ଟଣା ଟଣା ଆଖି, ଦେବୁ ଯଦି ଗୋରୀ ତୁ ଦିଲ ଦେଇଯା, ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି, ହାଏ ହାଏ ତୋ ମଲ୍ଲି ଫୁଲ ଗଜରା ଆଦି ଗୀତ ଖୁବ୍‌ ସୁପରହିଟ ହୋଇଥିଲା। ଖାଲି ଆଲବମ ନୁହେଁ ବହୁ ଓଡ଼ିଆ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।  ତାଙ୍କର ଟିକେ ଝଲକ ପାଇବା ପାଇଁ ଦର୍ଶକମାନେ ପାଗଳ ହେଉଥିଲା ବେଳେ ଏବେ ସେ ସବୁଠାରୁ ମାରାତ୍ମକ ରୋଗ କର୍କଟ ରୋଗ ସହ ଯୁଝି ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story