ପୁଲିସ ପିଉସାର ପାପ, ଝିଆରୀ ଏବେ ଗର୍ଭବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମଳିନ ପଡ଼ିଲାଣି ପୁଲିସର ଭାବମୂର୍ତ୍ତି। ଖାକିରେ ଲାଗିଲାଣି କଳଙ୍କ। କେଉଁଠି ଦୁଷ୍କର୍ମ ଭଳି ସଂଗୀନ ମାମଲାରେ ଛନ୍ଦି ହୋଇ ତ’ ଆଉ କେଉଁଠି କ୍ଷମତାର ଛତ୍ରଛାୟାରେ ଦୁର୍ନୀତି କରି ବର୍ଦ୍ଦିକୁ ବଦନାମ୍ କରିଚାଲିଛି ନିଜେ ପୁଲିସ। ଗତ କିଛି ଦିନ ହେଲା, କ୍ରମାଗତ ଭାବେ ଏଭଳି ଅଭିଯୋଗ ଆସୁଛି ପୁଲିସ ବିରୋଧରେ। ଆଉ ଆଜି ନିଜ ଝିଆରୀକୁ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ପୁଲିସ ହାବିଲଦାର ଦୁଷ୍କର୍ମ କରି ଗିରଫ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। […]

6nm

6nm

Tapas Behera
  • Published: Thursday, 05 March 2020
  • Updated: 05 March 2020, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମଳିନ ପଡ଼ିଲାଣି ପୁଲିସର ଭାବମୂର୍ତ୍ତି। ଖାକିରେ ଲାଗିଲାଣି କଳଙ୍କ। କେଉଁଠି ଦୁଷ୍କର୍ମ ଭଳି ସଂଗୀନ ମାମଲାରେ ଛନ୍ଦି ହୋଇ ତ’ ଆଉ କେଉଁଠି କ୍ଷମତାର ଛତ୍ରଛାୟାରେ ଦୁର୍ନୀତି କରି ବର୍ଦ୍ଦିକୁ ବଦନାମ୍ କରିଚାଲିଛି ନିଜେ ପୁଲିସ। ଗତ କିଛି ଦିନ ହେଲା, କ୍ରମାଗତ ଭାବେ ଏଭଳି ଅଭିଯୋଗ ଆସୁଛି ପୁଲିସ ବିରୋଧରେ। ଆଉ ଆଜି ନିଜ ଝିଆରୀକୁ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ପୁଲିସ ହାବିଲଦାର ଦୁଷ୍କର୍ମ କରି ଗିରଫ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।

ମୁଣ୍ଡରେ ଚିତା ଚୈତନ୍ୟ, ମନରେ କିନ୍ତୁ ହଳାହଳ ବିଷ। ଦେଖିବାକୁ ବି ସିଦାସାଦା। ହେଲେ ବର୍ଦ୍ଦିରେ କିନ୍ତୁ ବୋଳି ଦେଇଛନ୍ତି ବଦନାମର କଳଙ୍କ । ଯାହାଙ୍କ ନାଁ ବିଜୟ ସେଠୀ । କ୍ୟାପିଟାଲ୍ ଥାନାରେ କାର୍ଯ୍ୟରତ ହାବିଲଦାର୍ । ଫସିଛନ୍ତି ନାବାଳିକା ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗରେ । କେବଳ ଦୁଷ୍କର୍ମ ନୁହେଁ, ୧୬ ବର୍ଷର କିଶୋରୀକୁ ୪ ମାସର ଗର୍ଭବତୀ ବି କରିଦେଇଥିବା ଅଭିଯୋଗ ଆସିଛି ତାଙ୍କ ନାଁରେ। ସବୁଠୁ ଲଜ୍ଜାଜନକ କଥା ହେଉଛି, ସବୁ ସମ୍ପର୍କର ମାନମର୍ଯ୍ୟାଦାକୁ ଭୁଲି ନିଜ ଝିଆରୀର ଇଜ୍ଜତକୁ ଖିନ୍‌ଭିନ୍ କରିଛନ୍ତି ବିଜୟ ସେଠୀ। ଶେଷରେ ଏଭଳି ଅଭିଯୋଗ ପରେ ସହିଦନଗର ପୁଲିସ ତାଙ୍କୁ ଗିରଫ କରିଛି। ଗତ ଅକ୍ଟୋବରରେ ବିଜୟଙ୍କ ରୋଗାଗ୍ରସ୍ତ ପତ୍ନୀ ତଥା ନିଜ ପୀଉସୀଙ୍କୁ ସେବା ପାଇଁ ଖାରବେଳନଗର ସ୍ଥିତ ଘରେ ଯାଇ ରହୁଥିଲେ ନାବାଳିକା ଝିଆରୀ ।

ଆଉ ସେହି ମଉକାରେ ଖାଦ୍ୟରେ ନିଶା ଦେଇ ବାରମ୍ବାର ଝିଆରୀକୁ ଦୁଷ୍କର୍ମ କରିଆସୁଥିଲେ ବିଜୟ । କିଛି ଦିନର ରହଣୀ ପରେ ଘରକୁ ଫେରି ଆସିଥିଲେ ନାବାଳିକା ଜଣକ । ଆଉ ଗର୍ଭବତୀ ହୋଇଥିବା ଜାଣିପାରି ପରିବାର ଲୋକଙ୍କୁ କହିଥିଲେ ସେ। ପରିବାର ଲୋକେ ବିଜୟଙ୍କୁ ପଚାରିବା ପରେ ତୁରନ୍ତ ଅଲଟ୍ରାସାଉଣ୍ଡ ପାଇଁ ନେଇ ଗର୍ଭପାତ କରାଇବାକୁ ଉଦ୍ୟମ କରିଥିଲେ ବିଜୟ। ତାସହ ମୋବାଇଲରେ ଧମକ ଚମକ ମଧ୍ୟ ଦେଇଥିଲେ।

ଖାକି ବିରୋଧରେ କଳଙ୍କିତ ଅଭିଯୋଗ ନୂଆ ନୁହେଁ । ଫେବୃୟାରୀ ୧୬, ୨୦୨୦। ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ଭୁବନେଶ୍ୱର ଏସ୍ଏସ୍‌ବି ବାଟାଲିୟନର ଜଣେ କନଷ୍ଟେବଳ କରିଥିଲେ ଅସଦାଚରଣ। ପରିଣାମ ସ୍ୱରୂପ ନିର୍ଧୂମ ଛେଚା ଖାଇଲେ। ନିଲମ୍ବିତ ହେଲେ ମଧ୍ୟ।  ଫେବୃୟାରୀ, ୨୦୨୦ । କୋରାପୁଟର ଜଣେ କନଷ୍ଟେବଳ ନୂଆପଲ୍ଲୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ। କେବଳ ଦୁଷ୍କର୍ମ ନୁହେଁ, ଅନ୍ୟ ସଂଗୀନ ଅପରାଧରେ ମଧ୍ୟ ଜଡ଼ିତ ଥିଲେ ଖାକି ବାବୁ। ନଭେମ୍ବର ୧୪ରେ ରାଜଧାନୀରେ ବ୍ରାଉନ୍‌ସୁଗାର ବିକି ଗିରଫ ହୋଇ ଚାକିରୀ ହରାଇଥିଲେ ଜଣେ କନଷ୍ଟେବଳ।

ତେବେ ଏଭଳି ସ୍ଥିତିରେ ରକ୍ଷକ ହୋଇ ଭକ୍ଷକ ସାଜୁଥିବା ପୁଲିସ ବିଭାଗକୁ କିଏ ପଢ଼ାଇବ ଆଇନ କାନୁନ୍‌ର ପାଠ ? ଏସବୁକୁ ଦେଖି ଲୋକଙ୍କ ଭରସା ପୁଲିସ ଉପରୁ ଉଠିଯିବନି ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story