ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା

ଉଦଳା(ମାନସ ପାଣି): ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି। ଏଏସଆଇ ଶୁଭେନ୍ଦୁ ବେହେରା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଓଲଟା ଘଟଣା ଦିନ ପୁଲିସ୍ ଉପରେ ଆକ୍ରମଣ ହୋଇଥିଲା, ସେଥିରୁ […]

rape-victim-seek-justic-in-front-of-naveen-nivas

Manoranjan Sial
  • Published: Monday, 16 September 2019
  • Updated: 16 September 2019, 05:07 PM IST

Sports

Latest News

ଉଦଳା(ମାନସ ପାଣି): ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି।

ଏଏସଆଇ ଶୁଭେନ୍ଦୁ ବେହେରା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଓଲଟା ଘଟଣା ଦିନ ପୁଲିସ୍ ଉପରେ ଆକ୍ରମଣ ହୋଇଥିଲା, ସେଥିରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ସଫେଇରେ ଦେଇଛନ୍ତି।

ସୂଚନା ଅନୁସାରେ କଥିତ ଘଟଣା ଗତ ମେ ୧୨ ତାରିଖର। ଅଭିଯୋଗକାରିଣୀଙ୍କ ସ୍ୱାମୀ ଜଣେ ପଥର ମାଫିଆ। ଏକ ପଥର ଚୋରା ଚାଲାଣ ମାମଲାରେ ତଦନ୍ତ ପାଇଁ ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ। ତହସିଲଦାରଙ୍କ ଅଭିଯୋଗ ଆଧାରରେ ମେ ୧୨ ତାରିଖ ରାତିରେ ଏଏସ୍ଆଇ ତଦନ୍ତ ଲାଗି ଯାଇଥିଲେ। ତେବେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ମିଳିତ ଭାବେ ପୁଲିସକୁ ଆକ୍ରମଣ କରିଥିଲେ। ଫଳରେ ଏଏସ୍‌ଆଇ ଶୁଭେନ୍ଦୁ ବେହେରା ଆହତ ହୋଇଥିଲେ। ତାଙ୍କୁ ବାରିପଦା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ୱାମୀ ଓ ଭାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story