ରାସନ କାର୍ଡ ଅନିୟମିତତା: ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବ୍ରହ୍ମପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ଜାଲିଆତି କରି ରାସନ କାର୍ଡ ହାତେଇଥିବା ୬ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଯୋଗ୍ୟ ହିତାଧିକାରୀମାନେ ହେଲେ ଭଞ୍ଜନଗର ମେଡିକାଲର ଏନ୍ଏଏମ୍ ଭାବେ କାର୍ଯ୍ୟ କରୁଥିବା ମାନିନୀ ସୁବୁଦ୍ଧି, ପିତଳ କଲେଜର ଅଧ୍ୟାପକ ପି. ତନୁଜା କୁମାରୀ ଦାସ, ପିତଳ ଜୁନିୟର କଲେଜର କିରାଣି ପି. ସୁନୀତା ପାତ୍ର, ବେଗୁନିଆପଡ଼ା ବ୍ଳକ୍ ଦିଗପଡ଼ାର ଉର୍ମିଳା ମିଶ୍ର, ରମା ପଣ୍ଡା ଓ ଇତିଶ୍ରୀ […]

Berhampur

Berhampur

Rakesh Mallick
  • Published: Friday, 01 January 2016
  • Updated: 01 January 2016, 12:02 PM IST

Sports

Latest News

ବ୍ରହ୍ମପୁର: ଜାଲିଆତି କରି ରାସନ କାର୍ଡ ହାତେଇଥିବା ୬ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଯୋଗ୍ୟ ହିତାଧିକାରୀମାନେ ହେଲେ ଭଞ୍ଜନଗର ମେଡିକାଲର ଏନ୍ଏଏମ୍ ଭାବେ କାର୍ଯ୍ୟ କରୁଥିବା ମାନିନୀ ସୁବୁଦ୍ଧି, ପିତଳ କଲେଜର ଅଧ୍ୟାପକ ପି. ତନୁଜା କୁମାରୀ ଦାସ, ପିତଳ ଜୁନିୟର କଲେଜର କିରାଣି ପି. ସୁନୀତା ପାତ୍ର, ବେଗୁନିଆପଡ଼ା ବ୍ଳକ୍ ଦିଗପଡ଼ାର ଉର୍ମିଳା ମିଶ୍ର, ରମା ପଣ୍ଡା ଓ ଇତିଶ୍ରୀ ଦାସ। ଉର୍ମିଳାଙ୍କ ପୁଅ ଲଙ୍ଗଳେଶ୍ୱର ହାଇସ୍କୁଲରେ ଶିକ୍ଷକ ଭାବେ ଚାକିରି କରିଛନ୍ତି। ଏହି ୬ ଜଣ ଅନିୟମିତତା କରି କାର୍ଡ ପାଇଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ସଂପୃକ୍ତ ବ୍ଲକର ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story