ଭୁବନେଶ୍ୱରକୁ ମିଠା କରିଦେଲା “ରସଗୋଲା”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦର୍ଶିତ ହେଲା ସବୁଠାରୁ ବଡ଼ ରସଗୋଲା। ଏହି ରସଗୋଲାର ଓଜନ ହେଉଛି ୧୦.୫ କେଜି। ଚନ୍ଦ୍ରେଶେଖରପୁର ମୁନ୍‌ସିପାଲିଟି କଲ୍ୟାଣମଣ୍ଡପରେ ଆୟୋଜିତ ‘ରସଗୋଲା ମହୋତ୍ସବ’ରେ ଏହି ବଡ଼ ରସଗୋଲା ପ୍ରଦର୍ଶିତ ହୋଇଛି। ଓଡ଼ିଶା ଟେଲିଭିଜନ ପକ୍ଷରୁ ଏହି ରସଗୋଲା ମହୋତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ପାଖାପାଖି ୧୬ ପ୍ରକାରର ରସଗୋଲା ବିକ୍ରି ହୋଇଛି। କିନ୍ତୁ ସବୁଠାରୁ ଆକର୍ଷଣୀୟ ଥିଲା ବଡ଼ ରସୋଗଲା। ଯାହା ପାଖରେ ଲୋକେ ସେଲ୍ଫି ନେବାକୁ ଭିଡ ଜମାଇଥିଲେ। ଦଶ କେଜିର ଏହି […]

rasooogoola

rasooogoola

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 11:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦର୍ଶିତ ହେଲା ସବୁଠାରୁ ବଡ଼ ରସଗୋଲା। ଏହି ରସଗୋଲାର ଓଜନ ହେଉଛି ୧୦.୫ କେଜି। ଚନ୍ଦ୍ରେଶେଖରପୁର ମୁନ୍‌ସିପାଲିଟି କଲ୍ୟାଣମଣ୍ଡପରେ ଆୟୋଜିତ 'ରସଗୋଲା ମହୋତ୍ସବ'ରେ ଏହି ବଡ଼ ରସଗୋଲା ପ୍ରଦର୍ଶିତ ହୋଇଛି। ଓଡ଼ିଶା ଟେଲିଭିଜନ ପକ୍ଷରୁ ଏହି ରସଗୋଲା ମହୋତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ପାଖାପାଖି ୧୬ ପ୍ରକାରର ରସଗୋଲା ବିକ୍ରି ହୋଇଛି। କିନ୍ତୁ ସବୁଠାରୁ ଆକର୍ଷଣୀୟ ଥିଲା ବଡ଼ ରସୋଗଲା। ଯାହା ପାଖରେ ଲୋକେ ସେଲ୍ଫି ନେବାକୁ ଭିଡ ଜମାଇଥିଲେ। ଦଶ କେଜିର ଏହି ବଡ଼ ରସଗୋଲା ପାଖକୁ ଲାଗି ୮.୫ କେଜି ଓ ୫.୫ କେଜିର ରସଗୋଲା ସହିତ ସବୁଠାରୁ ବଡ଼ ୧୨ କେଜିର ରସଗୋଲା ବା ‘‘ରସ ଲମ୍ବା” ପ୍ରଦର୍ଶିତ ହୋଇଥିଲା।

ଏହୁ ଉତ୍ସବକୁ ବିଭିନ୍ନ ଆଡ଼ୁ କାରିଗରମାନେ ବିଭିନ୍ନ ପ୍ରକାର ରସଗୋଲା ଆଣିଥିଲେ। ରାଜଭୋଗ ରସଗୋଲା, ତୁଳସୀ ରସଗୋଲା, କମଳା ରସଗୋଲା, ଆମ୍ବ ରସଗୋଲା,  ସପୁରୀ ରସଗୋଲା, କଦଳୀ ରସଗୋଲା, ଚକୋଲେଟ୍‌ ରସଗୋଲା, ଗୁଡ଼ ରସଗୋଲା ସହିତ ଆହୁରି ଅନେକ ରସଗୋଲା ଏଠାରେ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଭିଡ଼ ଏତେ ହୋଇଥିଲା ଯେ ସନ୍ଧ୍ୟାରୁ ହିଁ ପ୍ରାୟ ଆଧାରୁ ଅଧିକ ରସଗୋଲା ବିକ୍ରି ସରି ଯାଇଥିଲା।

ଏହି ମହୋତ୍ସବ ଯେ କେବଳ ରସଗୋଲାର ପ୍ରସିଦ୍ଧି ବଖାଣିବାକୁ ହୋଇଥିଲା ତା ନୁହେଁ ବରଂ ଏଠାରେ ଦେଖିବାକୁ ମିଳିଥିଲା ଓଡିଆ ସଂସ୍କୃତିର ଝଲକ। ଉତ୍ସବ ପଡିଆର ମଧ୍ୟଭାଗରେ ଶ୍ରୀ ଜଗନ୍ନାଥଙ୍କର ଏକ ବଡ ପ୍ରତିକୃତୀ ଶୋଭା ପାଉଥିଲା। ଠାକୁରଙ୍କ ପାଦ ତଳେ ବଡ ବଡ ତାଟରେ ରହିଥିଲା ରସଗୋଲା । ଘଣ୍ଟ, ଘଣ୍ଟା, ଖୋଳ କରତାଳରେ ରସଗୋଲା ଅଣାଯାଉଥିବା ଦେଖିବାକୁ ମିଳିଥିଲା। ଯାହା ଏକ ଅପୂର୍ବ ଝଲକ ସୃଷ୍ଟି କରିଥିଲା।

https://youtu.be/fds-X-yg9ME

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story