ରଥଯାତ୍ରା: ନିୟୋଜିତ ହେବେ ୨୮୦ ଡାକ୍ତର, ୬୫୦ ପାରାମେଡିକାଲ ଷ୍ଟାଫ୍

ଭୁବନେଶ୍ୱର: ନବକଳେବର ବର୍ଷର ପ୍ରଥମ ଘୋଷଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ରଥଯାତ୍ରା ସମୟରେ ପୁରୀରେ ୨୮୦ ଡାକ୍ତର ଓ ୬୫୦ ପାରାମେଡିକାଲ୍ ଷ୍ଟାଫ୍ ନିୟୋଜିତ ହେବେ । ଆସନ୍ତା ୧ ତାରିଖରୁ କାର୍ଯ୍ୟରେ ଯୋଗ ଦେବାକୁ ମନୋନିତ ହୋଇଥିବା ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କାର୍ଯ୍ୟରେ ଯୋଗ ନ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଜଲାଇ ୧ରୁ ଅଗଷ୍ଟ ୧ ତାରିଖ […]

atanu sabyasachhi

atanu sabyasachhi

Rakesh Mallick
  • Published: Monday, 29 June 2015
  • Updated: 29 June 2015, 11:00 AM IST

ଭୁବନେଶ୍ୱର: ନବକଳେବର ବର୍ଷର ପ୍ରଥମ ଘୋଷଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ରଥଯାତ୍ରା ସମୟରେ ପୁରୀରେ ୨୮୦ ଡାକ୍ତର ଓ ୬୫୦ ପାରାମେଡିକାଲ୍ ଷ୍ଟାଫ୍ ନିୟୋଜିତ ହେବେ । ଆସନ୍ତା ୧ ତାରିଖରୁ କାର୍ଯ୍ୟରେ ଯୋଗ ଦେବାକୁ ମନୋନିତ ହୋଇଥିବା ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କାର୍ଯ୍ୟରେ ଯୋଗ ନ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଜଲାଇ ୧ରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ଛୁଟି ଉପରେ କଟକଣା ଜାରି ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ଅତି ଜରୁରୀ ଥିଲେ ସେମାନେ ବିଭାଗୀୟ ସଚିବଙ୍କ ଅନୁମତିରେ ଛୁଟି ନେଇ ପାରିବେ ବୋଲି କୁହାଯାଇଛି। ଭିତ୍ତିଭୂମୀ ପ୍ରସଙ୍ଗରେ ମନ୍ତ୍ରୀ ନାୟକ କହିଛନ୍ତି, ନବକଳେବରକୁ ଆଖି ଆଗରେ ରଖି ଏମସିଏଲ ବିଲ୍ଡିଂରେ ସ୍ୱାସ୍ଥ୍ୟସେବା ପାଇଁ ୨୦୦ରୁ ଅଧିକ ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି ଆଇଡିଆଜ ବିଲ୍ଡିଂରେ ମଧ୍ୟ ଅଧିକ ୨୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନବକଳେବର ପାଇଁ ଗୋପବନ୍ଧୁ ଆୟୁରବେଦକ ମେଡିକାଲ କଲେଜରେ ୨୦୦ରୁ ଅଧିକ ଶଯ୍ୟା ରଖାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମେଡିକାଳରେ ଆବଶ୍ୟକ ଯନ୍ତ୍ରାଂଶ ମଧ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ନାୟକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story