ରଥଯାତ୍ରା ସୁରୁଖୁରୁରେ ଶେଷ ହେବା ନେଇ ୪ ମନ୍ତ୍ରୀଙ୍କ ବୈଠକ

ପୁରୀ: ଆଗାମୀ ରଥଯାତ୍ରାକୁ ସୁରୁଖୁରୁରେ କିପରି ସମାପନ କରାଯିବ ସେ ନେଇ ପୁରୀରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ରଥଯାତ୍ରାକୁ ବିନା କୌଣସି ବିଭ୍ରାଟରେ ସମାପନ କରିବାକୁ ମୁଖ୍ୟମନ୍ତ୍ରୀ ସୋମବାର ୪ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ପରେ ଆଜି ଏହି ସମୀକ୍ଷା ବୈଠକ ବସିଛି । ଏଥିରେ ଆଇନ ମନ୍ତ୍ରୀ ଅରୁଣ ସାହୁ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ […]

puri

puri

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 09:11 AM IST

Sports

Latest News

ପୁରୀ: ଆଗାମୀ ରଥଯାତ୍ରାକୁ ସୁରୁଖୁରୁରେ କିପରି ସମାପନ କରାଯିବ ସେ ନେଇ ପୁରୀରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ରଥଯାତ୍ରାକୁ ବିନା କୌଣସି ବିଭ୍ରାଟରେ ସମାପନ କରିବାକୁ ମୁଖ୍ୟମନ୍ତ୍ରୀ ସୋମବାର ୪ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ପରେ ଆଜି ଏହି ସମୀକ୍ଷା ବୈଠକ ବସିଛି । ଏଥିରେ ଆଇନ ମନ୍ତ୍ରୀ ଅରୁଣ ସାହୁ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ନବକଳେବର ଭିତ୍ତିଭୂମି ତଦାରଖ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ଯୋଗଦେଇଛନ୍ତି । ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟକୁ ନେଇ ରାଜ୍ୟ ସରକାର ବିଭିନ୍ନ ମହଲରୁ ସମାଲୋଚିତ ହାବେ ପରେ ଏବେ ରଥଯାତ୍ରା ସୁରୁଖୁରୁରେ କରାଯିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଏହାକୁ କିପରି ସୂଚାରୁ ରୂପେ ସମ୍ପାଦନ କରାଯିବ ସେ ନେଇ ପୁରୀ ସର୍କିଟ୍ ହାଉସରେ ମନ୍ତ୍ରୀ ଓ ବିଧାୟକମାନେ ଆଲୋଚନା କରୁଛନ୍ତି । ଏଥିସହ ମନ୍ତ୍ରୀମାନେ ନିଜ ବିଭାଗର କାର୍ଯ୍ୟର ଅଗ୍ରଗତି କିଭଳି ଚାଲିଛି ସେ ନେଇ ତଦାରଖ କରିବେ । ପୁରୀ ଯିବା ପୂର୍ବରୁ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ । ଉଭମ୍ଭେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବକଳେବର ସମ୍ପର୍କରେ ବିଭାଗୀୟ ଦାୟିତ୍ୱ ନେଇ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story