ରାତି ପାହିଲେ ବାହୁଡା ଯାତ୍ରା: ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ

ପୁରୀ: ରାତି ପାହିଲେ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା । ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଜଗନ୍ନାଥ ଫେରି ଆସିବେ ଶ୍ରୀମନ୍ଦିରକୁ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜି ଆଡପ ମଣ୍ଡପରେ ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇଥିଲେ ତିନିଠାକୁର । ବାହୁଡା ପ୍ରସ୍ତୁତି ଓ ଅନ୍ୟାନ୍ୟ ରୀତିନୀତି ଥିବାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ । ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ବାହୁଡା […]

ratha

ratha

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 04:33 PM IST

Sports

Latest News

ପୁରୀ: ରାତି ପାହିଲେ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା । ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଜଗନ୍ନାଥ ଫେରି ଆସିବେ ଶ୍ରୀମନ୍ଦିରକୁ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜି ଆଡପ ମଣ୍ଡପରେ ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇଥିଲେ ତିନିଠାକୁର । ବାହୁଡା ପ୍ରସ୍ତୁତି ଓ ଅନ୍ୟାନ୍ୟ ରୀତିନୀତି ଥିବାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ । ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଆସନ୍ତାକାଲି ବାହୁଡା ଯାତ୍ରାରେ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାବନା ହେବାର ସମ୍ଭାବନା ରହିଛି । ରଥଯାତ୍ରାରେ ଦଳାଚକଟାରେ ଦୁଇଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ବାହୁଡା ଯାତ୍ରାରେ କ୍ରାଉଡ ମ୍ୟାନେଜମେଣ୍ଟ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି । ସେବାୟତମାନେ ନୀତି ସୂଚାରୁ ରୂପେ ସମ୍ପାଦନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ଭୋର ୪ଟାରେ ତିନିଠାକୁରଙ୍କ ମଙ୍ଗଳଆରତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶଶେଷ, ୫ଟା ୩୦ରୁ ୬ଟା ୩୦ରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ୬ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସେନାପାଟ ଲାଗି ହେବ ।

୧୧ଟା ୪୫ରେ ମଙ୍ଗଳାର୍ପଣ, ୧୨ଟାରୁ ୨ଟା ୩୦ରେ ବାହୁଡା ପହଣ୍ଡି, ୨ଟା ୩୦ରୁ ୩ଟା ବେଶ ଶେଷ, ୩ଟା ୩୦ରେ ଛେରା ପହଁରା, ୩ଟା ୩୦ରୁ ୪ଟା ଚାରମାଳ ଫିଟା ଓ ଘୋଡା ଲାଗିବ । ୪ଟାରେ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ସମ୍ପାଦନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story