ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆହତ ସିଆର୍‌ପିଏଫ୍‌ର ସନ୍ଧାନୀ କୁକୁରକୁ ଚିକିତ୍ସା ପାଇଁ ଚେନ୍ନାଇ ନିଆଯିବ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ହାଟମୁନିଗୁଡ଼ା  ନିକଟରେ ଗତ ୩ ତାରିଖରେ ମାଓବାଦୀମାନେ ଖଞ୍ଜି ଥିବା ଏକ ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲା ବେଳେ ଆହତ ସିଆର୍‌ପିଏଫ୍‌ର ବୋମା ସନ୍ଧାନୀ କୁକୁରକୁ ଚିକିତ୍ସା ପାଇଁ ଚେନ୍ନାଇ ନିଆଯିବ। ସିଆର୍‌ପିଏଫ୍‌ର ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ୍‌ ଏସ୍‌.କେ ଶର୍ମା ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣରେ ବେଲଜିୟମ୍ ସେଫର୍ଡ ପ୍ରଜାତିର ଏହି ୪ ବର୍ଷର ସନ୍ଧାନୀ କୁକୁରଟିର ଡାହାଣ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଲ୍ୟାଣ୍ଡମାଇନ୍‌ ଖଞ୍ଜା ଯାଇଥିବା ସ୍ଥାନ ନିକଟରେ […]

crpfdog

crpfdog

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 10:46 AM IST

Sports

Latest News

crpfdogରାୟଗଡ଼ା: ରାୟଗଡ଼ା ଜିଲ୍ଲା ହାଟମୁନିଗୁଡ଼ା  ନିକଟରେ ଗତ ୩ ତାରିଖରେ ମାଓବାଦୀମାନେ ଖଞ୍ଜି ଥିବା ଏକ ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲା ବେଳେ ଆହତ ସିଆର୍‌ପିଏଫ୍‌ର ବୋମା ସନ୍ଧାନୀ କୁକୁରକୁ ଚିକିତ୍ସା ପାଇଁ ଚେନ୍ନାଇ ନିଆଯିବ। ସିଆର୍‌ପିଏଫ୍‌ର ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ୍‌ ଏସ୍‌.କେ ଶର୍ମା ଏହି ସୂଚନା ଦେଇଛନ୍ତି।

ବିସ୍ଫୋରଣରେ ବେଲଜିୟମ୍ ସେଫର୍ଡ ପ୍ରଜାତିର ଏହି ୪ ବର୍ଷର ସନ୍ଧାନୀ କୁକୁରଟିର ଡାହାଣ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଲ୍ୟାଣ୍ଡମାଇନ୍‌ ଖଞ୍ଜା ଯାଇଥିବା ସ୍ଥାନ ନିକଟରେ ମାଓବାଦୀମାନେ ବ୍ୟାନର ମଧ୍ୟ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story