ରାୟଗଡ଼ା: ଝିଅର ଶବକୁ ଟ୍ରଲିରେ ଶଶ୍ମାନକୁ ନେଲେ ବାପା

ରାୟଗଡ଼ା: ମୁନିଗଡ଼ା ଦୁବେ ସାହିରେ ପାଖ ପଡ଼ୋଶୀ କେହି ନ ଆସିବାରୁ ଜଣେ ବ୍ୟକ୍ତି ନିଜ ଝିଅର ଶବକୁ ଟ୍ରଲି ରିକ୍ସା ଭଡ଼ା କରି ଶ୍ମଶାନକୁ ନେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। କିଛିଦିନ ହେବ ଆନ୍ଧ୍ରପ୍ରଦେଶର ଏକ ପରିବାର ମୁନିଗୁଡ଼ା ଦୁବେ ସାହିରେ ରହିଆସୁଛନ୍ତି। ଗତକାଲି ଏହି ପରିବାରର ଜଣେ ରୋଗାକ୍ରାନ୍ତ ଝିଅର ମୃତ୍ୟୁ ଘଟିଥିଲା। ମୃତଦେହକୁ ମଶାଣିକୁ ନେବା ପାଇଁ ପାଖ ପଡ଼ିଶା କିମ୍ବା ଗାଁ ଲୋକ କେହି ଆସି ନ ଥିଲେ। […]

rayagrah

rayagrah

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 11:48 AM IST

Sports

Latest News

ରାୟଗଡ଼ା: ମୁନିଗଡ଼ା ଦୁବେ ସାହିରେ ପାଖ ପଡ଼ୋଶୀ କେହି ନ ଆସିବାରୁ ଜଣେ ବ୍ୟକ୍ତି ନିଜ ଝିଅର ଶବକୁ ଟ୍ରଲି ରିକ୍ସା ଭଡ଼ା କରି ଶ୍ମଶାନକୁ ନେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।

କିଛିଦିନ ହେବ ଆନ୍ଧ୍ରପ୍ରଦେଶର ଏକ ପରିବାର ମୁନିଗୁଡ଼ା ଦୁବେ ସାହିରେ ରହିଆସୁଛନ୍ତି। ଗତକାଲି ଏହି ପରିବାରର ଜଣେ ରୋଗାକ୍ରାନ୍ତ ଝିଅର ମୃତ୍ୟୁ ଘଟିଥିଲା। ମୃତଦେହକୁ ମଶାଣିକୁ ନେବା ପାଇଁ ପାଖ ପଡ଼ିଶା କିମ୍ବା ଗାଁ ଲୋକ କେହି ଆସି ନ ଥିଲେ। ଶେଷରେ କୌଣସି ଉପାୟ ନ ପାଇ ଝିଅକୁ ତାଙ୍କ ବାପା ଓ ଭାଇ ଏକ ଟ୍ରଲି ଭଡ଼ାରେ ଆଣି ମଶାଣିକୁ ବୋହି ନେଇ ଯାଇଥିଲେ।

ଗତ ୪ ତାରିଖରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବାଇପାଲି ଗାଁରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଶବ ସତ୍କାରରେ ପଡ଼ୋଶୀ ସାମିଲ ନ ହେବାରୁ ଦୁଇ ଝିଅ ପରମ୍ପରା ଭାଙ୍ଗି ମାଆର ଶବକୁ କାନ୍ଧ ଦେଇଥିଲେ। ଖାଲି ସେତିକି ନୁହେଁ ମହିଳାଙ୍କ ଜଣେ ଝିଅ ମୁଖାଗ୍ନି ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story