ଭିଟାମାଟିକୁ ଫେରିଲେ କୁଏତରେ ଫସି ରହିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍‌ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କାମ କରିବାକୁ ଯାଇ ଏହି ଓଡ଼ିଆ ଶ୍ରମିକମାନେ କୁଏତରେ ଫସି ଯାଇଥିଲେ। ୯ ମାସ ଧରି ସେମାନଙ୍କୁ ଦରମା ମିଳିନଥିଲା। ଦରମା ମାଗିବାରୁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଘରକୁ ମଧ୍ୟ ସେମାନେ ଫେରି […]

quat

quat

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 04:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍‌ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

କାମ କରିବାକୁ ଯାଇ ଏହି ଓଡ଼ିଆ ଶ୍ରମିକମାନେ କୁଏତରେ ଫସି ଯାଇଥିଲେ। ୯ ମାସ ଧରି ସେମାନଙ୍କୁ ଦରମା ମିଳିନଥିଲା। ଦରମା ମାଗିବାରୁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଘରକୁ ମଧ୍ୟ ସେମାନେ ଫେରି ପାରିପାରି ନଥିଲେ। ଏହା ଜାଣିବା ପରେ ଏହି ଶ୍ରମିକମାନେ କୁଏତରୁ ଓଡ଼ିଶାକୁ କେମିତି ଫେରିବେ, ସେଦିଗରେ ଉଦ୍ୟମ କରିଥିଲେ ବୈଜୟନ୍ତ ପଣ୍ଡା। ଫସି ରହିଥିବା ଶ୍ରମିକଙ୍କୁ ସାହାଯ୍ୟ କରିବାକୁ କୁଏତରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଥିଲେ। ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଶେଷରେ ଓଡ଼ିଶା ଶ୍ରମିକମାନେ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story