ରାଜ୍ୟର ୩୪ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନର ଆଜି ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ସେହିଭଳି ଓଡ଼ିଶାରେ ଆଜି ୩୪ଟି ବୁଥ୍‌ରେ ସାନି ମତଦାନ ଚାଲିଛି। ବୁଥ୍ ରିଗିଂ, ଇଭିଏମ୍‌ରେ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ବୁଥ୍‌ ଗୁଡ଼ିକରେ ସାନି ମତଦାନ ହେଉଛି। ଏହି ୩୪ଟି ବୁଥ୍ ଭିତରୁ […]

voting

voting

Jyoshna Pradhan
  • Published: Sunday, 19 May 2019
  • Updated: 19 May 2019, 09:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନର ଆଜି ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ସେହିଭଳି ଓଡ଼ିଶାରେ ଆଜି ୩୪ଟି ବୁଥ୍‌ରେ ସାନି ମତଦାନ ଚାଲିଛି। ବୁଥ୍ ରିଗିଂ, ଇଭିଏମ୍‌ରେ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ବୁଥ୍‌ ଗୁଡ଼ିକରେ ସାନି ମତଦାନ ହେଉଛି।

ଏହି ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ଭୋଟ୍‌ ଗ୍ରହଣ ହେଉଛି। ବରୀର ୫ଟି, ବିଞ୍ଝାରପୁରର ୨ଟି, ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍‌ରେ ଭୋଟ୍‌ ଗ୍ରହଣ ହେଉଛି।

ସେହିପରି କଟକର ୫ଟି ବୁଥ୍‌ ମଧ୍ୟରୁ ଆଠଗଡ଼ର ୪ଟି ଏବଂ ବଡ଼ମ୍ବାର ଗୋଟିଏ ବୁଥ୍‌ରେ ସାନି ମତଦାନ ହେଉଛି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମାହାଙ୍ଗାର ୪ଟି ଓ ସାଲେପୁରର ଗୋଟିଏ ବୁଥରେ ମଧ୍ୟ ସାନି ଭୋଟ୍‌ ଗ୍ରହଣ ହେଉଛି।

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବାରିପଦାର ୪ଟି ଓ ବାଙ୍ଗିରିପୋଷିର ଗୋଟିଏ ବୁଥରେ ସାନି ମତଦାନ ଚାଲିଛି। ପୁରୀର ୩ଟି, ବାଲେଶ୍ୱର ଓ ଢେଙ୍କାନାଳର ଦୁଇଟି, ଭୁବନେଶ୍ୱର, କେନ୍ଦୁଝର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ଚାଲିଛି।  ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story