ଏକାଠି କାମ କରିବା ପାଇଁ ଆହ୍ୱାନ ଦେଲେ ନବୀନ

<p>କଟକ(ଓଡ଼ିଶା ରିପୋର୍ଟର): ଆଜି ୬୯ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ରାଜ୍ୟବସୀଙ୍କୁ ସାଧାରଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ରାଜ୍ୟବସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ।</p> <p>ସେ କହିଛନ୍ତି,&ldquo; ଦେଶର ସୁରକ୍ଷା ଓ ଶାନ୍ତି ପାଇଁ ସହିଦଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି। ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ସହ ସମକକ୍ଷ ହୋଇପାରିଛି। ଓଡ଼ିଶାର ଅଭିବୃଦ୍ଧି ହାର ଦେଶର ଅଭିବୃଦ୍ଧି ହାର ଠାରୁ ଅଧିକ ରହିଛି। ମହିଳାଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। କଲ୍ୟାଣମୂଳକ କାର୍ଯ୍ୟ କରିବାରେ ଆମେ ଆଦର୍ଶ ସୃଷ୍ଟି କରିଛି। ଆସନ୍ତୁ ସମସ୍ତେ ଏକାଠି ହୋଇ ରାଜ୍ୟ ପାଇଁ କାମ କରିବା।&rdquo;</p>

Ordigital Desk
  • Published: Friday, 26 January 2018
  • Updated: 26 January 2018, 11:12 AM IST

Sports

Latest News

<p>କଟକ(ଓଡ଼ିଶା ରିପୋର୍ଟର): ଆଜି ୬୯ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ରାଜ୍ୟବସୀଙ୍କୁ ସାଧାରଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ରାଜ୍ୟବସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ।</p><p>ସେ କହିଛନ୍ତି,&ldquo; ଦେଶର ସୁରକ୍ଷା ଓ ଶାନ୍ତି ପାଇଁ ସହିଦଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି। ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ସହ ସମକକ୍ଷ ହୋଇପାରିଛି। ଓଡ଼ିଶାର ଅଭିବୃଦ୍ଧି ହାର ଦେଶର ଅଭିବୃଦ୍ଧି ହାର ଠାରୁ ଅଧିକ ରହିଛି। ମହିଳାଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। କଲ୍ୟାଣମୂଳକ କାର୍ଯ୍ୟ କରିବାରେ ଆମେ ଆଦର୍ଶ ସୃଷ୍ଟି କରିଛି। ଆସନ୍ତୁ ସମସ୍ତେ ଏକାଠି ହୋଇ ରାଜ୍ୟ ପାଇଁ କାମ କରିବା।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos