ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ, ହେଲେ ବାହାରି ପାରିଲାନି +୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ଖୋଲିଛି ରାଜ୍ୟର ଅଧିକାଂଶ କଲେଜ। ତେବେ ଏଯାଏ ବାହାରି ପାରିନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ। ଯାହାକୁ ନେଇ ଆଶା ଓ ଆଶଙ୍କା ଭିତରେ ଛାତ୍ରଛାତ୍ରୀମାନେ ଅଛନ୍ତି। ଏଣେ ପରୀକ୍ଷା ଫଳ ବାହାରି ନଥିବାରୁ ଯୁକ୍ତ ତିନି ଆଡମିଶନ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ଘଟିଛି। ଖାଲି ବିଜ୍ଞାନ ପରୀକ୍ଷା ଫଳ ବାହାରିଥିବାରୁ ଉଚ୍ଚଶିକ୍ଷା ବିଭାଗ ନାମଲେଖା ବିଜ୍ଞପ୍ତି ପ୍ରକାଶ କରିପାରୁନାହିଁ। ସେହିପରି […]

schoolmmmmmmmmmmm

schoolmmmmmmmmmmm

Manoranjan Sial
  • Published: Tuesday, 18 June 2019
  • Updated: 18 June 2019, 06:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ଖୋଲିଛି ରାଜ୍ୟର ଅଧିକାଂଶ କଲେଜ। ତେବେ ଏଯାଏ ବାହାରି ପାରିନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ। ଯାହାକୁ ନେଇ ଆଶା ଓ ଆଶଙ୍କା ଭିତରେ ଛାତ୍ରଛାତ୍ରୀମାନେ ଅଛନ୍ତି। ଏଣେ ପରୀକ୍ଷା ଫଳ ବାହାରି ନଥିବାରୁ ଯୁକ୍ତ ତିନି ଆଡମିଶନ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ଘଟିଛି। ଖାଲି ବିଜ୍ଞାନ ପରୀକ୍ଷା ଫଳ ବାହାରିଥିବାରୁ ଉଚ୍ଚଶିକ୍ଷା ବିଭାଗ ନାମଲେଖା ବିଜ୍ଞପ୍ତି ପ୍ରକାଶ କରିପାରୁନାହିଁ।

ସେହିପରି ଜୁନ୍ ୩ ତାରିଖରୁ ଯୁକ୍ତ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଯୁକ୍ତ ତିନିରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀମାନେ ୧୫ ଦିନ ହେଲାଣି ବିଜ୍ଞପ୍ତିକୁ ଅପେକ୍ଷା କରି ରହିଛନ୍ତି। ପରୀକ୍ଷା ଫଳ ଓ ଆଡ୍‌ମିଶନ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ।

ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ଲାଗି ବାତ୍ୟା ‘ଫୋନି’ ଓ ସାଧାରଣ ନିର୍ବାଚନକୁ ପୂର୍ବରୁ ଦାୟୀ କରିଆସୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ଅବସରରେ ଜୁନ ଦ୍ୱିତୀୟ ସପ୍ତାହରେ ସୁଦ୍ଧା କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରେଜଲ୍ଟ ପ୍ରକାଶନ ତୃତୀୟ ସପ୍ତାହକୁ ଘୁଞ୍ଚିଛି। ଏପଟେ ଅଭିଭାବକ ମହାସଂଘ ଫୋନି ଓ ନିର୍ବାଚନକୁ ପରିଷଦ ଆଳ କରୁଥବାରୁ ତା'ର ନିନ୍ଦା କରିବା ସହ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ରେଜଲ୍‌ଟ ଯଥାଶୀଘ୍ର ବାହାର କରାଯିବା ପାଇଁ ଦାବି କରିଛି।

ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଜଣ ଏବଂ ବାଣିଜ୍ୟରେ ୨୭ହଜାର ୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story