ରକ୍ତ ଦେଇ ଦେଇ ଦେଶକୁ ବଞ୍ଚାଇଥିଲେ, ଜାଗା ଖଣ୍ଡିଏ ପାଇଁ ଏବେ ରାସ୍ତାରେ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସେନା ପ୍ରତିଟି ନାଗରିକର ସୁରକ୍ଷା ଲାଗି ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। କିନ୍ତୁ ଆଜି ସେହି ସେନା ଠକେଇର ଶିକାର ହୋଇଛନ୍ତି। ତା’ପୁଣି ହଜାରେ ନୁହେଁ କି ଲକ୍ଷେ ନୁହେଁ ବରଂ କୋଟି କୋଟି ଟଙ୍କାର। ଏହି ଠକେଇର ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ କିଛି ଅବସରପ୍ରାପ୍ତ ସେନା କର୍ମଚାରୀ eow କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି। ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ଜମି ଠକେଇର ଶିକାର ହୋଇଛନ୍ତି। ସୈନିକ welfare […]

soldier

soldier

Ranjit Kumar Jena
  • Published: Friday, 22 January 2021
  • Updated: 22 January 2021, 07:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସେନା ପ୍ରତିଟି ନାଗରିକର ସୁରକ୍ଷା ଲାଗି ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। କିନ୍ତୁ ଆଜି ସେହି ସେନା ଠକେଇର ଶିକାର ହୋଇଛନ୍ତି। ତା'ପୁଣି ହଜାରେ ନୁହେଁ କି ଲକ୍ଷେ ନୁହେଁ ବରଂ କୋଟି କୋଟି ଟଙ୍କାର। ଏହି ଠକେଇର ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ କିଛି ଅବସରପ୍ରାପ୍ତ ସେନା କର୍ମଚାରୀ eow କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି। ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ଜମି ଠକେଇର ଶିକାର ହୋଇଛନ୍ତି।

ସୈନିକ welfare organization ନାମକ ଏକ ବେସରକାରୀ ସଂସ୍ଥା ଓ brooksen infra ସଂସ୍ଥା ଏହି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ଚନ୍ଦକାର କାଟେନୀରେ ଜମି ଦେବା ନାଁରେ ୩୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୨୦୧୧ରେ ମସିହାରେ କୀର୍ତ୍ତି ଚକ୍ର ବିଜେତା ଲେଫ୍ଟ କର୍ଣ୍ଣେଲ୍ ରାକେଶ ରାଣା ଅବସର ପରେ welfare organization ନାଁରେ ଏକ ସ୍କିମ୍ କରିଥିଲେ।

ଏହି ସ୍କିମ୍ ଅନୁଯାୟୀ ୫୪୨ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ଖଣ୍ଡିଏ ଜମି ପାଇବା ଲାଗି ୩୫ କୋଟିରୁ ଅଧିକ ଟଙ୍କା ଦେଇଥିଲେ। ହେଲେ ଜମି ନଦେବାରୁ ୨୦୧୫ ମସିହାରେ eow ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କର୍ଣ୍ଣେଲ ରାକେଶ ରାଣାଙ୍କୁ ଗିରଫ କରାଯାଇଥିଲେ। ପରେ ଦୁହେଁ ଜାମିନରେ ମୁକୁଳିଥିଲେ ହେଁ ଏପର୍ଯ୍ୟନ୍ତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜମି କିମ୍ବା ଟଙ୍କା ମିଳିପାରିନାହିଁ।

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସେମାନଙ୍କ ହକ୍ ଜମି କିମ୍ବା ଟଙ୍କା ଦେବା ପାଇଁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ତଦନ୍ତ ଶିଥିଳ ପଡ଼ିଥିବା ଅବସରପ୍ରାପ୍ତ କର୍ମଚାରୀ ଅଭିଯୋଗ କରିଛନ୍ତି। ଏ ବାବଦରେ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବା ପାଇଁ ଅବସରପ୍ରାପ୍ତ ସେନା କର୍ମଚାରୀ ଦାବି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story