ରଙ୍ଗଶାଳା ପାଇଁ ଗଲା କି ଆରଆଇଙ୍କ ଚାକିରି ?

ଯାଜପୁର:(ଓଡ଼ିଶା ରିପୋର୍ଟର): ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆରୁହାଁ ଆରଆଇ ନିଲମ୍ବିତ। ଆରୁହାଁ ଆରଆଇ କ୍ଷୀରାବ୍ଧି ତନୟା ପଣ୍ଡାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ୍ ଅଗ୍ରୱାଲଙ୍କୁ ସୋ-କଜ୍ ନୋଟିସ୍। ତେବେ କେଉଁ ଦାୟିତ୍ୱରେ ଅବହେଳା ନେଇ ସସ୍ପେଣ୍ଡ, ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ ଆରୁହାଁ ରାଜସ୍ୱ ସର୍କଲ ଅଧୀନରେ ରହିଛି ହରିଦାସପୁର। ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଚର୍ଚ୍ଚାରେ ରହିଛି ହରିଦାସପୁର। ସେହିପରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। […]

jajpuraaa-750x430

jajpuraaa-750x430

Tapas Behera
  • Published: Thursday, 21 November 2019
  • Updated: 21 November 2019, 09:01 PM IST

Sports

Latest News

ଯାଜପୁର:(ଓଡ଼ିଶା ରିପୋର୍ଟର): ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆରୁହାଁ ଆରଆଇ ନିଲମ୍ବିତ। ଆରୁହାଁ ଆରଆଇ କ୍ଷୀରାବ୍ଧି ତନୟା ପଣ୍ଡାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ୍ ଅଗ୍ରୱାଲଙ୍କୁ ସୋ-କଜ୍ ନୋଟିସ୍। ତେବେ କେଉଁ ଦାୟିତ୍ୱରେ ଅବହେଳା ନେଇ ସସ୍ପେଣ୍ଡ, ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ ଆରୁହାଁ ରାଜସ୍ୱ ସର୍କଲ ଅଧୀନରେ ରହିଛି ହରିଦାସପୁର। ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଚର୍ଚ୍ଚାରେ ରହିଛି ହରିଦାସପୁର। ସେହିପରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। କାରଣ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’ କୁହାଯାଉଥିବା ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ। ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ ହୋଇଥିବାରୁ ତହସିଲଦାରଙ୍କ ରିପୋର୍ଟ ପରେ ଭାଙ୍ଗିବା ପାଇଁ ସ୍ଥିର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story