ଶ୍ରୀ ମନ୍ଦିରରେ ନୀତି ବିଳମ୍ବ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ପ୍ରାପ୍ୟ ବିବାଦ ଯୋଗୁ ଆଜି ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ନିଜର ପ୍ରାପ୍ୟ ତିନି ମାସ ହେଲା ପାଇନାହାନ୍ତି। ଏଥିପାଇଁ ସେମାନେ ନୀତି କରିବେ ନାହିଁ ବୋଲି ନିଜ୍‌ ଜିଦ୍‌ରେ ଅଡ଼ି ବସିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ନୀତି କରିବା ପାଇଁ ରାଜି ହୋଇଥିଲେ। […]

Jagannath-Puri-temple-123

Jagannath-Puri-temple-123

Tapaswini Nayak
  • Published: Thursday, 19 September 2019
  • Updated: 19 September 2019, 12:09 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ପ୍ରାପ୍ୟ ବିବାଦ ଯୋଗୁ ଆଜି ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ନିଜର ପ୍ରାପ୍ୟ ତିନି ମାସ ହେଲା ପାଇନାହାନ୍ତି। ଏଥିପାଇଁ ସେମାନେ ନୀତି କରିବେ ନାହିଁ ବୋଲି ନିଜ୍‌ ଜିଦ୍‌ରେ ଅଡ଼ି ବସିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ନୀତି କରିବା ପାଇଁ ରାଜି ହୋଇଥିଲେ।
ହେଲେ ଏହି ବିବାଦ ଯୋଗୁ ଆଜି ଶ୍ରୀମନ୍ଦିରରେ ଗୋପାଳବଲ୍ଲିପ ନୀତି ୧ ଘଣ୍ଟା ବିଳମ୍ବ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story