ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବୋଲେରୋ: ୨ ମୃତ, ୭ ଗୁରୁତର

ବାରିପଦା(ମାଣିକଲାଲ୍ ପାଣି) ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ରାସ୍ତାର କ୍ଷୀରପଦା ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଦେଇଛି। ଏଥରେ ବୋଲେରୋରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ଡ୍ରାଇଭର ବିଜୟ ଜେନା, ରାମଚନ୍ଦ୍ର ଦାଶ। ସମସ୍ତ ମୃତାହତଙ୍କ ଘର ମହୁଲପାଟଣା ଗାଁରେ ବୋଲି ଜଣାପଡ଼ିଛି। ବୈଶିଙ୍ଗା ଥାନା ଅନ୍ତର୍ଗତ ମହୁଲପାଟଣା ଗାଁର କିଛି ଲୋକ ମାନଗୋବିନ୍ଦପୁର […]

accident

accident

Jyoshna Pradhan
  • Published: Wednesday, 29 May 2019
  • Updated: 29 May 2019, 02:45 PM IST

Sports

Latest News

ବାରିପଦା(ମାଣିକଲାଲ୍ ପାଣି) ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ରାସ୍ତାର କ୍ଷୀରପଦା ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଦେଇଛି। ଏଥରେ ବୋଲେରୋରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

accident

ମୃତକମାନେ ହେଲେ ଡ୍ରାଇଭର ବିଜୟ ଜେନା, ରାମଚନ୍ଦ୍ର ଦାଶ। ସମସ୍ତ ମୃତାହତଙ୍କ ଘର ମହୁଲପାଟଣା ଗାଁରେ ବୋଲି ଜଣାପଡ଼ିଛି।

bjd

ବୈଶିଙ୍ଗା ଥାନା ଅନ୍ତର୍ଗତ ମହୁଲପାଟଣା ଗାଁର କିଛି ଲୋକ ମାନଗୋବିନ୍ଦପୁର ଗାଁକୁ ବିବାହ ଲଗ୍ନଧରା କାର୍ଯ୍ୟ ନିମନ୍ତେ ଯାଉଥିଲେ। ହେଲେ ସେମାନେ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ  ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story