୨ ଦିନ ହେଲାଣି ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳେ ଡ୍ରାଇଭର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଦିନ ହେଲା ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳେ ଚାପିରହିଛି ମୃତଦେହ।  ତପଗୁଞ୍ଜାକୁ ରାସ୍ତା କାମ ପାଇଁ ମେଟାଲ ଧରି ଯାଉଥିବା ଏକ ଡମ୍ପର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଡମ୍ପର ତଳେ ଚାପି ହୋଇ ଡ୍ରାଇଭର ଗୋପାଳ ସାହୁଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ମୃତଦେହ ବାହାର କରାଯାଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ […]

death

death

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 01:04 PM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଦିନ ହେଲା ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳେ ଚାପିରହିଛି ମୃତଦେହ।  ତପଗୁଞ୍ଜାକୁ ରାସ୍ତା କାମ ପାଇଁ ମେଟାଲ ଧରି ଯାଉଥିବା ଏକ ଡମ୍ପର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଡମ୍ପର ତଳେ ଚାପି ହୋଇ ଡ୍ରାଇଭର ଗୋପାଳ ସାହୁଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ମୃତଦେହ ବାହାର କରାଯାଇନାହିଁ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଛି। ଦୁର୍ଘଟଣାସ୍ଥଳରେ କାମ କରୁଥିବା ଠିକାସଂସ୍ଥାର କୌଣସି କର୍ମଚାରୀ ପହଞ୍ଚି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story