ବସ୍‌ ଓ ଟ୍ରଲର୍‌ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଶିଆପଡ଼ା ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି&nbsp; ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଯାଉଥିବା ସାଇ ଶଙ୍କର ନାମକ ବସ୍&zwnj; ସହିତ ଏକ ଟ୍ରଲରର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ବସ୍&zwnj;ରେ ଥିବା ଅନ୍ୟ ୪୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।</p> <p>ସାଇଁକୂଳ ପୋଲିସ ଘଟଣାସ୍ଥଳକୁ ଯାଇ ବସ୍&zwnj; ଓ ଟ୍ରଲରକୁ ଜବତ କରି ତଦନ୍ତ ଚଳାଇଛି।</p>

Ordigital Desk
  • Published: Thursday, 23 November 2017
  • Updated: 23 November 2017, 08:03 AM IST

Sports

Latest News

<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଶିଆପଡ଼ା ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି&nbsp; ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଯାଉଥିବା ସାଇ ଶଙ୍କର ନାମକ ବସ୍&zwnj; ସହିତ ଏକ ଟ୍ରଲରର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ବସ୍&zwnj;ରେ ଥିବା ଅନ୍ୟ ୪୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।</p><p>ସାଇଁକୂଳ ପୋଲିସ ଘଟଣାସ୍ଥଳକୁ ଯାଇ ବସ୍&zwnj; ଓ ଟ୍ରଲରକୁ ଜବତ କରି ତଦନ୍ତ ଚଳାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos