ପୋଲ ତଳକୁ ଖସି ପଡ଼ିଲା ଡମ୍ପର

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅନ୍ତର୍ଗତ ଟେନ୍‌ସା ଅଞ୍ଚଳରେ ଥିବା ୧୬ ନମ୍ବର ଘାଟିରେ ଏକ ଡମ୍ପର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶୀଲ ମୁଣ୍ଡା। ତାଙ୍କ ଘର କେ. ବଳଙ୍ଗ ଥାନାର କୁଦାମୂଷା ଗାଁରେ ବୋଲି ଜଣାପଡ଼ିଛି। ଆଜି ଭୋରରେ ସୁଶୀଲ ଡମ୍ପର ନେଇ ଟେନ୍‌ସାରୁ ରଜାମୁଣ୍ଡା ଆସୁଥିଲେ। ଏହି ସମୟରେ ୧୬ ନମ୍ବର ଘାଟିରେ ଡମ୍ପରଟି ଭାରସାମ୍ୟ ହରାଇ ପୋଲରୁ […]

damfar

damfar

Tapaswini Nayak
  • Published: Thursday, 29 August 2019
  • Updated: 29 August 2019, 09:22 AM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅନ୍ତର୍ଗତ ଟେନ୍‌ସା ଅଞ୍ଚଳରେ ଥିବା ୧୬ ନମ୍ବର ଘାଟିରେ ଏକ ଡମ୍ପର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶୀଲ ମୁଣ୍ଡା। ତାଙ୍କ ଘର କେ. ବଳଙ୍ଗ ଥାନାର କୁଦାମୂଷା ଗାଁରେ ବୋଲି ଜଣାପଡ଼ିଛି।

ଆଜି ଭୋରରେ ସୁଶୀଲ ଡମ୍ପର ନେଇ ଟେନ୍‌ସାରୁ ରଜାମୁଣ୍ଡା ଆସୁଥିଲେ। ଏହି ସମୟରେ ୧୬ ନମ୍ବର ଘାଟିରେ ଡମ୍ପରଟି ଭାରସାମ୍ୟ ହରାଇ ପୋଲରୁ ୧୫୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ସୁଶୀଲଙ୍କ ମୃତ୍ୟୁ ଘଟିଥିଲା।

ରାସ୍ତା ଖରାପ ଯୋଗୁ ବିଭିନ୍ନ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story