୫ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

<p>ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକର ମହୁଲପାଲିଠାରେ ୫ଦଫା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ।&nbsp; ଏହି ଅଞ୍ଚଳର ସବୁ ଗାଁରେ ଚକଡ଼ା ପୋକର ପ୍ରାଦୁର୍ଭାବ ହୋଇଛି। ଫଳରେ ସିଆଲ ଖଣ୍ଡହତା ଓ ମହୁଲପାଲି ପଞ୍ଚାୟତରେ ୫୫ ପ୍ରତିଶତ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।</p> <p>ଚକଡ଼ା ପୋକ କ୍ଷୟକ୍ଷତିର ସାହାଯ୍ୟ ଓ ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଋଣ ଛାଡ଼ କରିବାକୁ ସେମାନେ ଦାବି କରିଛନ୍ତି।&nbsp; ରାସ୍ତାରୋକ ଫଳରେ ବରଗଡ଼ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 12:29 PM IST

Sports

Latest News

<p>ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକର ମହୁଲପାଲିଠାରେ ୫ଦଫା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ।&nbsp; ଏହି ଅଞ୍ଚଳର ସବୁ ଗାଁରେ ଚକଡ଼ା ପୋକର ପ୍ରାଦୁର୍ଭାବ ହୋଇଛି। ଫଳରେ ସିଆଲ ଖଣ୍ଡହତା ଓ ମହୁଲପାଲି ପଞ୍ଚାୟତରେ ୫୫ ପ୍ରତିଶତ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।</p><p>ଚକଡ଼ା ପୋକ କ୍ଷୟକ୍ଷତିର ସାହାଯ୍ୟ ଓ ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଋଣ ଛାଡ଼ କରିବାକୁ ସେମାନେ ଦାବି କରିଛନ୍ତି।&nbsp; ରାସ୍ତାରୋକ ଫଳରେ ବରଗଡ଼ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos