ନିଶାଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ମହିଳା

<p>କେନ୍ଦୁଝର: ମଦ ଓ ଗଂଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୫୩ ନମ୍ବର ରାଜ୍ୟ ରାଜପଥ ଗେଟ୍ ଛକରେ ମହିଳାମାନେ ରାସ୍ତାରୋକ କରିଛନ୍ତି।</p> <p>ଅବାଧରେ ଚୋରା ମଦ ଓ ଗଂଜେଇ ବିକ୍ରି ନେଇ ପୋଲିସ ଓ ଅବକାରୀ ବିଭାଗକୁ ଜଣାଇବା ପରେ ମଧ୍ୟ କିଛି ଲାଭ ନ ମିଳିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ମହିଳାମାନେ କହିଛନ୍ତି। ଏଥିସହ ମହିଳାମାନେ ଦୋକାନ ଦୋକାନ ବୁଲି ମଦ ବିକ୍ରି ନ କରିବା ପାଇଁ ସଚେତନ କରିଛନ୍ତି। ଆଗାମୀ ଦିନରେ ମଦ ବିକ୍ରି କରାଗଲେ ଆଇନ ହାତକୁ ନେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।</p>

Ordigital Desk
  • Published: Thursday, 23 November 2017
  • Updated: 23 November 2017, 01:40 PM IST

Sports

Latest News

<p>କେନ୍ଦୁଝର: ମଦ ଓ ଗଂଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୫୩ ନମ୍ବର ରାଜ୍ୟ ରାଜପଥ ଗେଟ୍ ଛକରେ ମହିଳାମାନେ ରାସ୍ତାରୋକ କରିଛନ୍ତି।</p><p>ଅବାଧରେ ଚୋରା ମଦ ଓ ଗଂଜେଇ ବିକ୍ରି ନେଇ ପୋଲିସ ଓ ଅବକାରୀ ବିଭାଗକୁ ଜଣାଇବା ପରେ ମଧ୍ୟ କିଛି ଲାଭ ନ ମିଳିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ମହିଳାମାନେ କହିଛନ୍ତି। ଏଥିସହ ମହିଳାମାନେ ଦୋକାନ ଦୋକାନ ବୁଲି ମଦ ବିକ୍ରି ନ କରିବା ପାଇଁ ସଚେତନ କରିଛନ୍ତି। ଆଗାମୀ ଦିନରେ ମଦ ବିକ୍ରି କରାଗଲେ ଆଇନ ହାତକୁ ନେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos