ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ତୃଣମୂଳ କଂଗ୍ରେସ ସାଂସଦ ଗିରଫ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କୁ କୋଲକାତାରୁ ଆଜି ସିବିଆଇ ଗିରଫ କରିଛି। ଓଡ଼ିଶା ସହ ଲିଙ୍କ ଥିବା ରୋଜଭ୍ୟାଲିର ବିଭିନ୍ନ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। କୋଲକାତାର କ୍ରିଷ୍ଣାନଗର ନିର୍ବାଚନ ମଣ୍ଡଳୀର ସାଂସଦ ତାପସଙ୍କୁ ହାଜର ହେବାକୁ ଆଜି ସିବିଆଇ ନୋଟିସ୍‌ କରିଥିଲା। ତାପସ ହାଜର ହେବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ୪ ଘଣ୍ଟା ଧରି ପଚରାଉଚରା […]

tapas-pal

tapas-pal

Rakesh Mallick
  • Published: Friday, 30 December 2016
  • Updated: 31 December 2016, 08:30 AM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କୁ କୋଲକାତାରୁ ଆଜି ସିବିଆଇ ଗିରଫ କରିଛି। ଓଡ଼ିଶା ସହ ଲିଙ୍କ ଥିବା ରୋଜଭ୍ୟାଲିର ବିଭିନ୍ନ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

କୋଲକାତାର କ୍ରିଷ୍ଣାନଗର ନିର୍ବାଚନ ମଣ୍ଡଳୀର ସାଂସଦ ତାପସଙ୍କୁ ହାଜର ହେବାକୁ ଆଜି ସିବିଆଇ ନୋଟିସ୍‌ କରିଥିଲା। ତାପସ ହାଜର ହେବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରିବା ପରେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story