ଦ୍ୱିତୀୟ ପର୍ଯ୍ୟାୟ ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇବାକୁ ରାଉରକେଲାର ପ୍ରସ୍ତୁତି

ରାଉରକେଲା: ସ୍ମାର୍ଟସିଟି ଲାଗି ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ରାଉରକେଲାକୁ ସଫଳ କରିବା ହେବା ଲାଗି ଉଭୟ ପ୍ରଶାସନିକ ଓ ସଧାରଣସ୍ତରରେ ଉଦ୍ୟମ ଜାରି ରହିଛି। ଗତକାଲି ରାଉରକେଲା ପୌରପାଳିକା ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟରେ ସଂଶୋଧିତ ସ୍ମାର୍ଟ ସିଟି ପ୍ରସ୍ତାବ ଦାଖଲ କରାଯାଇଛି। ରାଉରକେଲାରେ ସ୍ମାର୍ଟ ସିଟିର ରୂପରେଖ ଏବଂ ଉନ୍ନୟନ ଲାଗି ସଂଶୋଧିତ ପ୍ରସ୍ତାବରେ ୨୫୭୧.୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଆରଏମ୍‌ସି କମିଶନର ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି। ରାଉରକେଲାରେ ଗମନା […]

Suraksha_Path_Bridge_near_IG_Park_Rourkela

Rakesh Mallick
  • Published: Friday, 01 July 2016
  • Updated: 01 July 2016, 10:27 PM IST

Sports

Latest News

ରାଉରକେଲା: ସ୍ମାର୍ଟସିଟି ଲାଗି ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ରାଉରକେଲାକୁ ସଫଳ କରିବା ହେବା ଲାଗି ଉଭୟ ପ୍ରଶାସନିକ ଓ ସଧାରଣସ୍ତରରେ ଉଦ୍ୟମ ଜାରି ରହିଛି। ଗତକାଲି ରାଉରକେଲା ପୌରପାଳିକା ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟରେ ସଂଶୋଧିତ ସ୍ମାର୍ଟ ସିଟି ପ୍ରସ୍ତାବ ଦାଖଲ କରାଯାଇଛି। ରାଉରକେଲାରେ ସ୍ମାର୍ଟ ସିଟିର ରୂପରେଖ ଏବଂ ଉନ୍ନୟନ ଲାଗି ସଂଶୋଧିତ ପ୍ରସ୍ତାବରେ ୨୫୭୧.୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଆରଏମ୍‌ସି କମିଶନର ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି।

ରାଉରକେଲାରେ ଗମନା ଗମନର ସୁବିଧା, ଏୟାରପୋର୍ଟ, ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣର ସୁବିଧା ଥିବାରୁ ସହର ସ୍ମାର୍ଟସିଟିର ମାନ୍ୟତା ପାଇବାକୁ ହକ୍‌ଦାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଲୋକ ମାନଙ୍କ ଆଶା ଏଥର ରାଉରକେଲା ନିଶ୍ଚିତ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ସଫଳ ହେବ।

ପ୍ରଥମ ପର୍ଯାୟ ସ୍ମାର୍ଟ ସିଟି ଘୋଷଣାରେ ଓଡିଶାର ଭୁବନେଶ୍ୱର ଏବଂ ରାଉରକେଲା ସ୍ଥାନ ପାଇଥିବା ବେଳେ ପ୍ରତିଯୋଗିତାରେ କେବଳ ଭୁବନେଶ୍ୱର ସଫଳ ହୋଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରାଉରକେଲା ନିଶ୍ଚିତ ସଫଳ ହେବ ବୋଲି ଆରଏମ୍‌ସି ଆଶା ରଖିଛି।

ଅନ୍ୟପକ୍ଷରେ ସ୍ମାର୍ଟସିଟି ମିଶନରେ ସହିଦନଗରଠାରୁ ବାପୁଜୀନଗର ଅଞ୍ଚଳରେ ହେବ ଭୁବନେଶ୍ୱର ଟାଉନ୍‌ ଡିଷ୍ଟ୍ରିକ୍ଟ ସେଣ୍ଟର(ବିଟିଡିସି)। ଏଥିପାଇଁ ପ୍ରାୟ ୮୫୦ ଏକର ଜମି ଆବଶ୍ୟକତା ହେଉଥିବା ବେଳେ ଏହି ଅଞ୍ଚଳରେ ଥିବା ପ୍ରାୟ ୨୪ଟି ବସ୍ତିର ପ୍ରାୟ ୮୦୦୦ ବାସିନ୍ଦା ଏବେ ଉଚ୍ଛେଦ ଆଶଙ୍କା ଦେଇ ଗତି କରୁଛିସ୍ମାର୍ଟ ସିଟି ପାଇଁ ଆସିଥିବା ଅର୍ଥରେ ଏହାକୁ ନିର୍ମାଣ କରାଯିବ। ସେ ପର୍ଯ୍ୟନ୍ତ  ଟ୍ରାଞ୍ଜିଟ ହାଉସରେ ସାମୟିକ ଭାବେରେ ରହିବେ ବସ୍ତି ବାସିନ୍ଦା। ସେମାନେ ରହୁଥିବା ସ୍ଥାନରେ ହିଁ ବାସଗୃହ ନିର୍ମାଣ ହେବ। ସେଠାରେ ସେମାନଙ୍କୁ ପାର୍କ, ବର୍ଜ୍ୟବସ୍ତୁ ପରିଚାଳନା, ବିଦ୍ୟୁତ ଓ ପାନୀୟ ଜଳ ପ୍ରଭୃତି ଯୋଗାଇ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱରର ୩ ବିଧାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story