ରାଉରକେଲା: ବିଦ୍ୟାଳୟରେ ବିଦ୍ୟୁତ ଆଘାତ ଲାଗି ଛାତ୍ର ମୃତ

ରାଉରକେଲା: ରାଉରକେଲା ଲାଠିକଟା ବ୍ଲକ ପିଉଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ଆଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ଦ୍ୱିତୀୟ ଶ୍ରେଣୀର ଅରୁଣ ଜୋଜୋ । ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରିଥିବା ଜଣାପଡ଼ିଛି। ଛାତ୍ର ମୃତ୍ୟୁକୁ କେନ୍ଦ୍ର କରି ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଆରମ୍ଭ […]

rourkela

rourkela

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 03:17 AM IST

Sports

Latest News

ରାଉରକେଲା: ରାଉରକେଲା ଲାଠିକଟା ବ୍ଲକ ପିଉଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ଆଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ଦ୍ୱିତୀୟ ଶ୍ରେଣୀର ଅରୁଣ ଜୋଜୋ । ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରିଥିବା ଜଣାପଡ଼ିଛି। ଛାତ୍ର ମୃତ୍ୟୁକୁ କେନ୍ଦ୍ର କରି ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍କୁଲରେ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିବା ସହ କ୍ଷତିପୂରଣ ଦାବି କରିଥିଲେ । ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story