ଟ୍ରେନରେ ନିଆଁ

<p>ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା ।ସମ୍ବଲପୁର ନିକଟ ବାମରା ଷ୍ଟେସନରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନକୁ ଅଟକାଇ ନଆଁକୁ ଆୟତ୍ତ କରାଯାଇଛି। କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଟ୍ରେନରେ ନିଆଁ କେମିତି ଲାଗିଲା, ସେନେଇ&nbsp; ଜଣାପଡ଼ିନାହିଁ।</p> <p>&amp;nbsp;</p>

Ordigital Desk
  • Published: Tuesday, 27 February 2018
  • Updated: 27 February 2018, 12:30 PM IST

Sports

Latest News

<p>ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା ।ସମ୍ବଲପୁର ନିକଟ ବାମରା ଷ୍ଟେସନରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନକୁ ଅଟକାଇ ନଆଁକୁ ଆୟତ୍ତ କରାଯାଇଛି। କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଟ୍ରେନରେ ନିଆଁ କେମିତି ଲାଗିଲା, ସେନେଇ&nbsp; ଜଣାପଡ଼ିନାହିଁ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos