ରାଉରକେଲା: ଟଙ୍କଟୋଲା ବସ୍ତିରେ ଦମ୍ପତ୍ତିଙ୍କୁ ହତ୍ୟା

ରାଉରକେଲା: ରାଉରକେଲା ଟଙ୍କଟୋଲା ବସ୍ତିରେ ରବିବାର ରାତିରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ମୃତ ଦମ୍ପତ୍ତି ହେଲେ ବସ୍ତିର କାଳିଆ ପନ୍ନା ଏବଂ ତାଙ୍କ ପତ୍ନୀ ଟୁନି ପନ୍ନା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ରାଜୂ ପନ୍ନା ନାମକ ଯୁବକଙ୍କୁ ଗିରଫ କରିଛି । ରବିବାର ରାତିରେ ସେମାନେ ଶୋଇଥିବା ବେଳେ ରାଜୁ ଟାଙ୍ଗିଆରେ ହାଣି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଦମ୍ପତ୍ତି ଗୁଣିଗାରେଡି କରୁଥିବା […]

muder

muder

Rakesh Mallick
  • Published: Monday, 08 June 2015
  • Updated: 08 June 2015, 07:08 AM IST

Sports

Latest News

ରାଉରକେଲା: ରାଉରକେଲା ଟଙ୍କଟୋଲା ବସ୍ତିରେ ରବିବାର ରାତିରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ମୃତ ଦମ୍ପତ୍ତି ହେଲେ ବସ୍ତିର କାଳିଆ ପନ୍ନା ଏବଂ ତାଙ୍କ ପତ୍ନୀ ଟୁନି ପନ୍ନା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ରାଜୂ ପନ୍ନା ନାମକ ଯୁବକଙ୍କୁ ଗିରଫ କରିଛି । ରବିବାର ରାତିରେ ସେମାନେ ଶୋଇଥିବା ବେଳେ ରାଜୁ ଟାଙ୍ଗିଆରେ ହାଣି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଦମ୍ପତ୍ତି ଗୁଣିଗାରେଡି କରୁଥିବା ସନ୍ଦେହରେ ହତ୍ୟା କରାଯାଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦ ଲାଗି ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story