ମାସ୍କ ନପିନ୍ଧି ଦେଲେଣି ୧ କୋଟି ୨୫ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜୋରଦାର ଚାଲିଛି ମାସ୍କ ଚେକିଂ। ବଜାର ହେଉ କି ଗଳିକନ୍ଦି, ଯେଉଁଠି ଯିଏ ମାସ୍କ ପିନ୍ଧିନଥିବ, ତାଙ୍କ ଠାରୁ ଟଙ୍କା ଆଦାୟ ହେଉଛି ଜୋରିମାନା। ତେବେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୧ କୋଟି ୨୫ଲକ୍ଷ ୮୪ହଜାର ଟଙ୍କା ଆଦାୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂରେ ବୈଠକ ବେଳେ ଏହି ତଥ୍ୟ ଉପସ୍ଥାପନା କରିଛନ୍ତି ପୁଲିସ୍ ଡିଜି ଅଭୟ। ମାସ୍କ ପିନ୍ଧିନଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ […]

mask

mask

Ranjit Kumar Jena
  • Published: Friday, 12 June 2020
  • Updated: 12 June 2020, 04:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜୋରଦାର ଚାଲିଛି ମାସ୍କ ଚେକିଂ। ବଜାର ହେଉ କି ଗଳିକନ୍ଦି, ଯେଉଁଠି ଯିଏ ମାସ୍କ ପିନ୍ଧିନଥିବ, ତାଙ୍କ ଠାରୁ ଟଙ୍କା ଆଦାୟ ହେଉଛି ଜୋରିମାନା। ତେବେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୧ କୋଟି ୨୫ଲକ୍ଷ ୮୪ହଜାର ଟଙ୍କା ଆଦାୟ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂରେ ବୈଠକ ବେଳେ ଏହି ତଥ୍ୟ ଉପସ୍ଥାପନା କରିଛନ୍ତି ପୁଲିସ୍ ଡିଜି ଅଭୟ। ମାସ୍କ ପିନ୍ଧିନଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। କେବଳ ମାସ୍କ ନୁହେଁ, ସାମାଜିକ ଦୂରତା ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କଠାରୁ ମଧ୍ୟ ଫାଇନ୍ ଆଦାୟ କରାଯାଉଛି।

ଏପର୍ଯ୍ୟନ୍ତ ସାମାଜିକ ଦୂରତା ଉଲ୍ଲଙ୍ଘନ ଅଭିଯୋଗରେ ୧୧ ଲକ୍ଷ ୭୪ ହଜାର ଟଙ୍କା ଆଦାୟ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ଏହାଛଡ଼ା ରାତ୍ରକାଳୀନ କର୍ଫ୍ୟୁ ବେଳେ ବାହାରେ ବୁଲୁଥିବା ସହ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୩ ହଜାର ଟଙ୍କା ଏବେ ସୁଦ୍ଧା ଆଦାୟ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story