ଅଖାରେ ମଣିଷ ଶବ ଥିବା ଚର୍ଚ୍ଚା ଜୋର ଧରିଥିଲା, ବାହାରିଲା...

ବଲାଙ୍ଗିର(ଘଟେଶର ମିଶ୍ର): ପୋଲ ତଳେ ପଡ଼ିଥିଲା ଅଖା ବସ୍ତା । ଅଖା ବସ୍ତାଟି ବନ୍ଧା ହୋଇଥିବା ବେଳେ ତାହାର ଆକାର ଦେଖି ସେଥିରେ ମଣିଷ ମୃତଦେହ ଥିବା ସନ୍ଦେହ ହୋଇଥିଲା।   କାହାକୁ ହତ୍ୟା କରାଯାଇ ଅଖା ବସ୍ତାରେ ଭର୍ତ୍ତି କରି ଫୋପାଡ଼ି ଦିଆଯାଇଥିବା ସମସ୍ତେ ଭାବିଥିଲେ। ଅଖା ଭିତରୁ କ’ଣ ବାହାରିବ ତାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ବସ୍ତା ଖୋଲିବାରୁ ସେଥିରୁ କିନ୍ତୁ ଯାହା ବାହାରିଲା, ତାହା ଦେଖି ସମସ୍ତଙ୍କ […]

bolangiri

bolangiri

Tapaswini Nayak
  • Published: Thursday, 30 September 2021
  • Updated: 30 September 2021, 12:21 PM IST

Sports

Latest News

ବଲାଙ୍ଗିର(ଘଟେଶର ମିଶ୍ର): ପୋଲ ତଳେ ପଡ଼ିଥିଲା ଅଖା ବସ୍ତା । ଅଖା ବସ୍ତାଟି ବନ୍ଧା ହୋଇଥିବା ବେଳେ ତାହାର ଆକାର ଦେଖି ସେଥିରେ ମଣିଷ ମୃତଦେହ ଥିବା ସନ୍ଦେହ ହୋଇଥିଲା।   କାହାକୁ ହତ୍ୟା କରାଯାଇ ଅଖା ବସ୍ତାରେ ଭର୍ତ୍ତି କରି ଫୋପାଡ଼ି ଦିଆଯାଇଥିବା ସମସ୍ତେ ଭାବିଥିଲେ। ଅଖା ଭିତରୁ କ’ଣ ବାହାରିବ ତାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ବସ୍ତା ଖୋଲିବାରୁ ସେଥିରୁ କିନ୍ତୁ ଯାହା ବାହାରିଲା, ତାହା ଦେଖି ସମସ୍ତଙ୍କ ଉତ୍ସୁକତାରେ ପାଣି ପଡ଼ିଗଲା। ଉକ୍ତ ଅଖାରୁ ଏକ ମୃତ ବାଛୁରୀ ବାହାରିଥିଲା। ଏପରି ଘଟଣା ଆଜି ସକାଳେ ବଲାଙ୍ଗିର ଜିଲ୍ଲାରେ ଘଟିଛି ।

ସୂଚନା ଅନୁସାରେ, ବଲାଙ୍ଗିର-ପାଟଣାଗଡ଼ ରାସ୍ତା କଡ଼ରେ ଥିବା ପୋଲ ତଳେ ଆଜି ସକାଳେ ଅଖାବସ୍ତାରେ କିଛି ବନ୍ଧା ହୋଇ ପରିତ୍ୟକ୍ତ ଭାବେ ପଡ଼ିଥିଲା।  ସ୍ଥାନୀୟ ଲୋକେ  ଉକ୍ତ ବସ୍ତା ଭିତରେ ମଣିଷ ଶବ ଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ପୁଲିସ ଟିମ୍‌ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏସଡିପିଓ ତୋଫାନ ବାଗ ମଧ୍ୟ ପହଞ୍ଚିଥିଲେ।

ମୃତଦେହର ଯାଞ୍ଚ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟେଟକୁ ଖବର ଦିଆଯାଇଥିଲା। ଠିକ୍‌ ଏହି ସମୟରେ ପୁଲିସ ସନ୍ଦେହ କରି ଅଖାବସ୍ତାକୁ ଖୋଲି ଦେଇଥିଲା। ଆଉ  ଅଖା ବସ୍ତାରୁ ବାହାରିଥିଲା ବାଛୁରୀର ମୃତଦେହ। କେହି ଜଣେ ବାଛୁରୀର ମୃତଦେହକୁ ଅଖାରେ ପୁରାଇ ଫୋପାଡି ଦେଇଥିବା ଜଣାପଡ଼ିଥିଲା। ଗୋଟିଏ ଘଣ୍ଟା ଧରି ଚାଲିଥିବା ମଣିଷ ଶବର ଗୁଜବରେ ଶେଷରେ ଯବନିକା ପଡ଼ିଥିଲା। ଶବଟି କାହାର ଦେଖିବାକୁ ଲୋକଙ୍କର ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story